ସାମୁହିକ ନିଃଶୁକ୍ଳ ବ୍ରତୋପୟନ (ସମ୍ପୂର୍ଣ ମାଗଣା)...

Feb 16, 2026 - 12:24
 13
ସାମୁହିକ ନିଃଶୁକ୍ଳ ବ୍ରତୋପୟନ (ସମ୍ପୂର୍ଣ ମାଗଣା)...

ସାମୁହିକ ନିଃଶୁକ୍ଳ ବ୍ରତୋପୟନ (ସମ୍ପୂର୍ଣ ମାଗଣା)...

ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଏବଂ ସମସ୍ତଙ୍କ ଆଶ୍ରିବାଦ ରୁ ଆସନ୍ତା ଫେବୃଆରୀ ମାସ 22.02.2026(ରବିବାର) ରେ ବ୍ରାହ୍ମଣ ପିଲା ମାନଙ୍କ ନିଶୁଳ୍କ ସାମୁହିକ ବ୍ରତଘର (ଚତୃର୍ଥ ବାର୍ଷିକ) ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ, ଜଗନ୍ନାଥ ଆଶ୍ରମ (ମନ୍ଦି) ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି, 

ଯଦି ଆପଣମାନଙ୍କ ନଜର ରେ କେହି ଏହିଭଳି ବାଳକ ଥାନ୍ତି ଆମ ସହ ଯୋଗାଯୋଗ କରିବାକୁ ବିନମ୍ର ଅନୁରୋଧ।  

୯୦୪୦୨୩୨୪୧୧

୭୦୦୮୨୦୭୪୧୬

ବି ଦ୍ର: ଆପଣ ନିଜେଏହି ଧାର୍ମିକ ଉତ୍ସବ ରେ ଯୋଗଦାନ କରିବା ସହ ଆମକୁ ଉତ୍ସାହିତ କରିବା ହେବେ।

ଜୟ ଜଗନ୍ନାଥ