ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନରେ ବଡ଼ ପରିବର୍ତ୍ତନ..

Mar 15, 2026 - 12:14
 18
ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନରେ ବଡ଼ ପରିବର୍ତ୍ତନ..

ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନରେ ବଡ଼ ପରିବର୍ତ୍ତନ..

ଏଲପିଜି ନିୟମକୁ ସଂଶୋଧନ କଲେ ସରକାର। 

ପିଏନ୍‌ଜି ସଂଯୋଗ ଥିଲେ ମିଳିବ ନାହିଁ ଏଲ୍‌ପିଜି

ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି କଲେ ପେଟ୍ରୋଲିୟମ୍ ମନ୍ତ୍ରାଳୟ

ପିଏନ୍‌ଜି-ଏଲ୍‌ପିଜି ଉଭୟ ଥିଲେ ଦୁଇଟି ଯାକ ଜଣେ ରଖି ପାରିବେ ନାହି

ଗୋଟିଏ PNG/ LPG ହେଲେ ରଖିବାକୁ ହେବ ଫଳତଃ ଏଲ୍‌ପିଜି ଫେରାଇବାକୁ ବାଧ୍ୟ ହେବ