ପୃଥିବୀ ମାନଚିତ୍ରରେ ମିଜୋରାମ ହେଲା ରେଲୱେ ରଂଗାୟିତ
ମିଜୋରାମକୁ ପ୍ରଧାନମନ୍ତ୍ରୀ ମୋଦି ଦେଲେ ଦଶହରା ଭେଟି
ରେଲୱେ ମାନଚିତ୍ରରେ ଯୋଡ଼ି ହେଲା ମିଜୋରାମ
ସ୍ୱାଧୀନତାର ୭୮ ବର୍ଷ ପରେ ମିଜୋରାମରେ ଗଡ଼ିଲା ପ୍ରଥମ ଟ୍ରେନ୍
ମିଜୋରାମରେ ପ୍ରଥମ ରେଲୱେ ଲାଇନ୍ର ଉଦଘାଟନ କଲେ ମୋଦୀ
ବୈରାବୀ-ସୈରାଙ୍ଗ ରେଲୱେ ଲାଇନ ଉଦ୍ଘାଟନ କଲେ ପ୍ରଧାନ ମନ୍ତ୍ରୀ
ସିଲଚରରୁ ଆଇଜଲ ପର୍ଯ୍ୟନ୍ତ ୮- ୧୦ ଘଣ୍ଟାର ରାସ୍ତାକୁ ୩ ଘଣ୍ଟାରେ ଯାତ୍ରା କରିବାର ସୁବିଧା ମିଜୋରାବାସୀ ପାଇଲେ
ଦିଲ୍ଲୀ ଏବଂ ସାଇରଙ୍ଗ ମଧ୍ୟରେ ଚାଲୁଥିବା ରାଜଧାନୀ ଏକ୍ସପ୍ରେସରେ ୧୮ ଟି ଷ୍ଟପେଜ ରହିବାର ବ୍ୟବସ୍ଥା ରହିଛି, ଯାହା ୧୮ ରୁ ୨୦ ଘଂଟାରେ ସମୟ
ମିଜୋରାମର ୧୨ଲକ୍ଷ ଲୋକଙ୍କ ଦୀର୍ଘ ବର୍ଷର ଆଶା ପୂରଣ ହେଲା
ଏହି ରେଳ ଲାଇନର କଳ୍ପନା ୧୯୯୯ ମସିହାରେ ଆରମ୍ଭ ହୋଇଥିଲା
୨୦୧୪ ମସିହାରେ ମୋଦୀ ଏହାର ଶିଳାନ୍ୟାସ କରିଥିଲେ
ମୋଦୀ ୩ଟି ନୂଆ ଏକ୍ସପ୍ରେସ୍ ଟ୍ରେନ୍ର ବି ଶୁଭାରମ୍ଭ କଲେ
ମିଜୋରାମବାସୀଙ୍କ ପାଇଁ ଆଜିର ଦିନ ଐତିହାସିକ ଦିନ ଭାବେ ସ୍ଥାନ ପାଇଲା
ଏହି ରେଳ ଲାଇନ ଦ୍ୱାରା ମିଜୋରାମ ର କୋଲାସିବ ଏବଂ ଆଇଜଲ ଜିଲ୍ଲାର ବହୁ ଲୋକ ଉପକୃତ ହେବେ