ଅଷ୍ଟ୍ରେଲିଆ ଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ବବିଦ୍ୟାଳୟ’ ଭାରତରେ କ୍ୟାମ୍ପସ ଖୋଲିବ ବ – ଧର୍ମେନ୍ଦ୍ର ପ୍ରଧାନ
ଅଷ୍ଟ୍ରେଲିଆ ଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ବବିଦ୍ୟାଳୟ’ ଭାରତରେ କ୍ୟାମ୍ପସ ଖୋଲିବ ବ – ଧର୍ମେନ୍ଦ୍ର ପ୍ରଧାନ
କ୍ଷିକ ଆଲୋଚନା ଚନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ
ଏଆଇଇଏସସି ବୈଠକ ଭାରତ-ଅଷ୍ଟ୍ରେଲି ଷ୍ଟ୍ରେଲିଆ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଗବେଷଣ ଣା ଭାଗୀଦାରୀରେ ନୂତନ କରିଛି ସୁଯୋଗ ଭାବେ କାର୍ଯ୍ୟ କରି ତନ ଦିଗନ୍ତ ସୃଷ୍ଟି ପାଇଁ ଏକ ମହାନ ସୁ
ଭାରତୀୟ ଯୁବକମାନଙ୍କ ପାଇଁ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା ସମସ୍ତ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ କରିଛି କରିବା ସହିତ ଶିକ୍ଷା ଏବଂ ଦକ୍ଷତ ଷତା ବିକାଶର
ଶିକ୍ଷା, ଦକ୍ଷତା ଏବଂ ଗବେଷଣା ଭାରତ-ଭାରତ-ଅଷ୍ଟ୍ରେଲିଆ ରଣନୀତିକ ଭାଗିଦା ॥ ଗିଦାରୀର ମୁଖ୍ୟ ସ୍ତମ୍ଭ
ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷା ॥ରେ ସହଯୋଗ, ପ୍ରଯୁକ୍ତିବିଦ୍ୟା ଆପଣାଇବା, ଶିକ୍ଷକମାନଙ୍କୁ ସଶକ୍ତ କରିବା, ଏଆ ଆଇ, ଅତ୍ୟାଧୁନିକ ଟେକ୍ଲୋଲୋଜି ମ୍ୟାଟେରିଆଲ, ଲ, ସେମିକଣ୍ଡକ୍ଟର, ମେଡଟେକ୍, ଶକ୍ତି, ଖେଳ ଶିକ୍ଷା ଏବଂ ନୂତନ ଦକ୍ଷତା ଭାଗିଦାରୀ କାର୍ଯ୍ୟକ୍ରମ ଉପରେ ବୈଠକରେ ଆଲୋଚନା
ହେବ ଦୃଢୀଭୂତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ 'ପ୍ରି-ସ୍କୁଲ୍ରୁ ପିଏଚ୍ଡି' ଏଚ୍ଡି' ପର୍ଯ୍ୟନ୍ତ ସମ୍ପର୍କ ହେ
ନୂଆଦିଲ୍ଲୀ, ଡିସେମ୍ବର ୦୮ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେରଙ୍କ ଉପସ୍ଥିତିରେ ସୋମବାର ନୂଆଦିଲ୍ଲୀ ଠାରେ ‘ତୃତୀୟ ଭାରତ-ଅଷ୍ଟ୍ରେଲିଆ ଶିକ୍ଷା ଏବଂ ଦକ୍ଷତା ପରିଷଦ’ (ଏଆଇଇଏସସି) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଗୁରୁତ୍ବପୂର୍ଣ ବୈଠକରେ ଅଷ୍ଟ୍ରେଲିଆର ଦକ୍ଷତା ଓ ତାଲିମ ମନ୍ତ୍ରୀ ଆଣ୍ଡରୁ ଗିଲ୍ସ ଏବଂ ଆନ୍ତର୍ଜାତୀୟ ଶିକ୍ଷା ସହାୟକ ମନ୍ତ୍ରୀ ଜୁଲିଆନ ହିଲ୍ ଏବଂଅଷ୍ଟ୍ରେଲିଆର ପ୍ରତିନିଧୂମଣ୍ଡଳୀର ସଦସ୍ୟମାନେ ଯୋଗ ଦେଇଥିଲେ ।
ଏଆଇଇଏସସି ବୈଠକ ଦୁଇ ଦେଶର ପ୍ରଗତିକୁ ଆଗକୁ ବଢାଇବା ତଥା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଗବେଷଣା ଭାଗୀଦାରୀରେ ନୂତନ ଦିଗନ୍ତ ସୃଷ୍ଟି ପାଇଁ ଏକ ମହାନ ସୁଯୋଗ ଭାବେ କାର୍ଯ୍ୟ କରିଛି । ଏହା ଭାରତୀୟ ଯୁବକମାନଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା ସହିତ ଶିକ୍ଷା ଏବଂ ଦକ୍ଷତା ବିକାଶର ସମସ୍ତ କ୍ଷେତ୍ରରେ ଦ୍ଵିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ କରିଛି । ଶ୍ରୀ ପ୍ରଧାନ ମନ୍ତ୍ରୀମଣ୍ଡଳ ଏବଂ ଅଷ୍ଟ୍ରେଲୀୟ ପ୍ରତିନିଧୂମଣ୍ଡଳଙ୍କୁ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା ଏବଂ ଗବେଷଣା ତଥା ଦକ୍ଷତା ବିକାଶ ଭଳି କ୍ଷେତ୍ର ଉପରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଆଲୋଚନା ପାଇଁ ସାଧୁବାଦ ଜଣାଇବା ସହ ଭାରତ-ଅଷ୍ଟ୍ରେଲିଆ ଶିକ୍ଷା ଏବଂ ଦକ୍ଷତା ପରିଷଦ ମଞ୍ଚକୁ ଏକ ଉଚ୍ଚସ୍ତରକୁ ନେଇଯିବା ପାଇଁ ସେମାନଙ୍କ ମାନଙ୍କର ଉଲ୍ଲେଖନୀୟ ପ୍ରୟାସକୁ ପ୍ରଶଂସା କରିଛନ୍ତି 1
ଅପରପକ୍ଷରେ ଥିବା ତୃତୀୟ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି । କ୍ୟୁଏସ୍ ୱାର୍ଲ୍ସ ୟୁନିଭର୍ସିଟି ରାଙ୍କିଙ୍ଗରେ ବିଶ୍ବର ଶ୍ରେଷ୍ଠ-୨୦ ମଧ୍ୟରେ ସ୍ଥାନ ପାଇଥିବା ଅଷ୍ଟ୍ରେଲିଆର
ଏକ ପ୍ରମୁଖ ବିଶ୍ବବିଦ୍ୟାଳୟ 'ୟୁନିଭର୍ସିଟି ଅଫ୍ ନ୍ୟୁ ସାଉଥ୍ ୱେଲ୍ସ' (UNSW) V) ଭାରତରେ ଏକ ଶାଖା କ୍ୟାମ୍ପସ୍ ସ୍ଥାପନ କରିବାକୁ ଯାଉଛି । ଏହି ମର୍ମରେ ଶ୍ରୀ ପ୍ରଧାନ ଓ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ମିଳିତ ଭାବରେ 'ୟୁନିଭର୍ସିଟି ଅଫ୍ ନ୍ୟୁ ସାଉଥ୍ ୱେଲ୍ସ' କୁ ଲେଟର୍ ଅଫ୍ ଇଣ୍ଟେଣ୍ଟ (ଏଲଓଆଇ) ପ୍ରଦାନ କରିଛନ୍ତି । ଏହି ପଦକ୍ଷେପ ଭାରତ-ଅଷ୍ଟ୍ରେଲିଆ ଜ୍ଞାନ ଭାଗୀଦାରୀକୁ ଆହୁରି ମଜବୁତ କରିବ ସେ ୟୁଏନଏସ ଏନଏସଡବ୍ଲକୁ ଅଭି ଅଭିନନ୍ଦନ ଜଣ ଭାରତକୁ ସ୍ବାଗତ କରିଛନ୍ତି । ଜଣାଇବା ସହ
ଶ୍ରୀ ପ୍ରଧାନ କହିଛନ୍ତି ଶିକ୍ଷା, ଦକ୍ଷତା ଏବଂ ଗବେଷଣା ଭାରତ-ଅଷ୍ଟ୍ରେଲିଆ ରଣନୀତିକ ଭାଗିଦାରୀର ଗିଦାରୀର ମୁଖ୍ୟ ସ୍ତମ୍ଭ। ଉଭୟ ଭାରତ ଏବଂ ଅଷ୍ଟ୍ରେଲିଅ ଲିଆ ନିମ୍ନଲିଖିତ କ୍ଷେତ୍ରଗୁଡ଼ିକରେ ମିଳିତ ଭା ଭାବେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ଦୋହରାଇଛନ୍ତି ଯଥା ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାରେ ସହଯୋଗ, ପ୍ରଯୁକ୍ତି ଯୁକ୍ତିବିଦ୍ୟା ଆପଣାଇବା, ଅନୁଷ୍ଠାନଗତ କ୍ଷମତା ନିର୍ମାଣ ଶିକ୍ଷକମାନଙ୍କୁ ସଶକ୍ତ କରିବା, ବା, ଏଆଇ, ଅତ୍ୟାଧୁନିକ ଟେକ୍ନୋଲୋଜି ମ୍ୟାଟେରିଆଲ, ସେମିକଣ୍ଡକ୍ଟର, ମେଡଟେକ୍, ଶକ୍ତି ଏବଂ ସ୍ଥାୟୀତ୍ଵ ଭଳି ଗୁରୁତ୍ବପୂର୍ଣ୍ଣ ତଥା ଉଦୀୟମାନ କ୍ଷେତ୍ରଗୁଡ଼ିକ ପାଇଁ ଯୁବକମାନଙ୍କୁ ପ୍ରସ୍ତୁତ କରିବା । ଖେଳ ଶିକ୍ଷ ଶିକ୍ଷା ଏବଂ ନୂତନ ଦକ୍ଷତା ଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ବୈଠକରେ ଆଲୋଚନା ହୋଇଛି । ଏହି ସହଯୋଗ ବିଦ୍ୟାଳୟ, ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ଶିକ୍ଷା କ୍ଷେତ୍ରରେ ହୋଇଥିବା ଆଲୋଚନା ଗୁଡ଼ିକୁ ସଫଳତାର ସହ ସହ କା କାର୍ଯ୍ୟକାରୀ ନାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ଭବିଷ୍ୟତରେ ଆମ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସେତୁକୁ ଆହୁରି ଦୃଢ଼ କରିବ ।
ଏହା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଅ ଷ୍ଟ୍ରେଲିଆର ଶିକ୍ଷା ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉଭୟ ମନ୍ତ୍ରୀ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ସମ୍ବୋସ୍ତ କରିଥିଲେ । ଏହି ଅବସରରେ ଶିକ୍ଷା, ଇନୋଭେସନ ଏବଂ ଗବେଷଣା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗକୁ ସମୀକ୍ଷା କରାଯିବା ସହ 'ପ୍ରି-ସ୍କୁଲ୍ରୁ ପିଏଚ୍ଡି' ପର୍ଯ୍ୟନ୍ତ ପଯ ସମ୍ପର୍କକୁ ଅଧିକ ଦୃଢ଼ କରିବା ଉପରେ ସୁଚିନ୍ତିତ ଆଲୋଚନା ହୋଇଥିଲା । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ନ୍ତି, ଭାରତ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିଟିକାଲ ଥ୍ୟାଙ୍କିର ବିକାଶ ଏବଂ ଏକ 'ଏଆଇ-ରେଡି' ପିଢ଼ି ସୃଷ୍ଟି ସୃଷ୍ଟି କରିବା ଆମର ପ୍ରାଥମିକତା ନତାରେ ରହିଛି । ଉଭୟ ଦେଶ ଭାରତ-ଅଷ୍ଟ୍ରେଲିଆର ଶିକ୍ଷା ଭାଗୀଦାରୀରେ ନୂତ ନୂତନ ଅଧ୍ୟାୟ ଯୋଡ଼ିବାକୁ ପ୍ରତିଶ୍ରୁତିବଦ୍ଧ । ଏ । এই ସହଯୋଗରେ ଉଭୟ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ଯରେ ମିଳିତ କାର୍ଯ କାର୍ଯ୍ୟକ୍ରମ, ରଣନୈତିକ ଗୁରୁତ୍ବ ବହନ କରୁଥିବା କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ପାଣ୍ଠି ଯୋଗାଣ ଏବଂ ଦୁଇ ପକ୍ଷକୁ ଲାଭଦାୟକ ହେବା ଭଳି ବିଷୟ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ କେନ୍ଦ୍ର ଦକ୍ଷତା କ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ମଧ୍ଯ ଉପସ୍ଥିତ ଥିଲେ ।