ଆଉ ଚଳିବ ନାହିଁ ଅଦିନିଆ ରଥଯାତ୍ରା

Sep 8, 2025 - 20:45
 24
ଆଉ ଚଳିବ ନାହିଁ ଅଦିନିଆ ରଥଯାତ୍ରା

ଆଉ ଚଳିବ ନାହିଁ ଅଦିନିଆ ରଥଯାତ୍ରା

ଅଦିନିଆ ରଥଯାତ୍ରାକୁ ନାପସନ୍ଦ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପରମ୍ପରା ଭାଙ୍ଗି ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା କୁ ଆଉ ପ୍ରଶୟ ଦିଆଯିବ ନାହିଁ

ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ନୁହେଁ

ଏନେଇ ଅଭିଯୋଗ ଇସ୍କନ ମାୟାପୁରୀର ଶାସ୍ତ୍ର ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି

କେବଳ ଧାର୍ଯ୍ୟ ତିଥି ଅନୁସାରେ ସବୁ କିଛି ହେବା କଥା ସହମତି ହୋଇଛି

ଗତ ପରିଚାଳନା କମିଟି ବୈଠକରେ ଅନୁମୋଦିତ ହୋଇଥିବା ନିଷ୍ପତ୍ତି ଇସ୍କନ କର୍ତ୍ତୃପକ୍ଷଙ୍କ ନିକଟକୁ ଇ-ମେଲ୍‌/କୋରିଅରରେ ପଠା ଯାଇଛି

ଅଦିନିଆ ରଥଯାତ୍ରାକୁ ଉପସ୍ଥିତ ଜଗନ୍ନାଥ ସସ୍କୃତି ବିଶାରଦ ମଧ୍ୟ ନାପସନ୍ଦ କରିଛନ୍ତି

ଇସ୍କନ ପକ୍ଷରୁ ଦର୍ଶା ଯାଉଥିବା ସମସ୍ତ ଯୁକ୍ତିକୁ ଖଣ୍ଡନ କଲେ ସଂସ୍କୃତି ବିଶାରଦ

ଅନ୍ୟର ଖୁସି ପାଇଁ ଭିନ୍ନ ଭିନ୍ନ ସମୟରେ ରଥଯାତ୍ରା ଗ୍ରହଣୀୟ ନୁହେଁ

ସନାତନ ଧର୍ମ ନାଁରେ ଯାହା ସେମାନେ ପ୍ରଚାର କହୁଛନ୍ତି, ବାସ୍ତବରେ ତାହା ଠିକ ନୁହେଁ

ଶାସ୍ତ୍ର ହେଉଛି ସାର୍ବଜନୀନ ପ୍ରୟୋଗ, ଏହାର ବ୍ୟତିକ୍ରମ ଠିକ୍‌ ନୁହେଁ 

ଭିନ୍ନ ଭିନ୍ନ ତିଥିରେ ଯାତ୍ରା କଥା ଲେଖାଯାଇଛି, ମାତ୍ର ତାହା ରଥଯାତ୍ରା ନୁହେଁ

ରଥଯାତ୍ରା ହେଉଛି ଲୋକଙ୍କ ମଙ୍ଗଳ ପାଇଁ, ଅଦିନରେ କଲେ ସମଗ୍ର ରାଷ୍ଟ୍ର ପାଇଁ ଅମଙ୍ଗଳ ହେବ 

ରିପୋର୍ଟ :ରଶ୍ମିରଂଜନ ମିଶ୍ର 

Avnews24

ଭୁବନେଶ୍ୱର