ଆଜି ରଥ ଉପରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି।
ଆଜି ରଥ ଉପରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି।
ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା।
ଅଧରପଣା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।
ମାଳତିପାଟପୁରରେ ଘଣ୍ଟା ଘଣ୍ଟା ଧରି ଅଟକିରହିଛି ପୁରୀ ଯାଉଥିବା ସହ ସହ ଗାଡ଼ି।
ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ନୀତି।