ଆଜିର ଦିନ ଚର୍ଚ୍ଚା

Oct 25, 2026 - 06:36
 4

ଆଜି ଅକ୍ଟୋବର ମାସ ୨୫ ତାରିଖ ୨୦୨୬ ମସିହା (ରବିବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*ଆଶ୍ୱିନମାସ- ଶୁକ୍ଳପକ୍ଷ*

*ତିଥି- ଚତୁର୍ଦ୍ଦଶୀ ଦିବା ଘ୧୧/୪୯ ଗତେ ପୂର୍ଣ୍ଣିମା*

*ନକ୍ଷତ୍ର- ରେବତୀ ରାତ୍ରି ଘ୦୭/୫୬ ଗତେ ଅଶ୍ୱିନୀ*

*ଚନ୍ଦ୍ର- ମୀନ ରାତ୍ରି ଘ୦୭/୫୬ ଗତେ ମେଷ*

*ଯୋଗ- ହର୍ଷଣ*

*କରଣ - ବାଣିଜ୍ୟ*

*ସୌରମାସ- ତୁଳା ୦୯ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୪୯/୩୮

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୫୪

*ଯୋଗିନୀ ପଶ୍ଚିମେ ଦିବା ଘ୧୧/୪୯ ଗତେ ବାୟବ୍ୟେ*

*ଧନୁ ରାଶିର ଘାତଚନ୍ଦ୍ର*

*ମେଷ ର ଘାତବାର*

*ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ମୃତେ ଏକପାଦ ପୁଷ୍କର ଦୋଷ*

କାଳବେଳା ଓ ବାରବେଳା - ଦିବା ଘ୧୦/୦୫ ଗତେ ଘ୧୨/୫୭ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୮ ଗତେ ଘ୦୯/୦୧ ମଧ୍ୟେ ଓ ଘ୧୨/୫୮ଗତେ ଘ୦୩/୨୬ ମଧ୍ୟେ ଓ ରାତ୍ରି ଘ୦୭/୩୮ ଗତେ ଘ୦୯/୨୬ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୨ଗତେ ଘ୦୫/୦୦ ମଧ୍ୟେ

ଆଜି ବିରି ଦିବା ଘ୧୧/୪୯ ଗତେ ଆମିଷ ଭକ୍ଷଣ ନିଷେଧ