ମଣିଷ ଜୀବନରେ "ପ୍ରେମ" ତାର ଶେଷ ସମୟ ଯାଏଁ ଉଜିବତ୍ତ ଥାଏ
(ଏକ ତରଫା ପ୍ରେମୁର କରୁଣୁ ଘଟଣା)
ଏହାପରେ ତାକୁ ସୁଯୋଗ ଖୋଜି ପ୍ରେମି ନିବେଦନ କରିଥିଲା।
ହେଲେ ଯୁବତୀ ଜଣଙ୍କ ମନା କରିଦେବାରୁ ତାଙ୍କ ଉପରେ ଏସିଡ ଢାଳି ଦେଇଥୂଲା ତଥାପି ବୁଢାର ଲାଳଂଶ ଯାଉନି । ମୃତ୍ୟୁ ଦାଣ୍ଡ ଦରଜା ବାଡାଇଲାଣି । ଚରିତ୍ର ଯାହାର ଖରାପ ଜୀବନରେ ସେ ମଲାବେଳେ ବି ସେହି ରୋଗରେ ପିଡିତ ହେବ । ଇଏ 72 ବର୍ଷୀୟ ବୃଦ୍ଧର ଅବସ୍ଥା ସେଇୟା । ଭୁବନେଶ୍ବର ୟୁନିଟ ୩ର ଏକ ଆଶ୍ରୟ ସ୍ଥଳୀରେ ରହୁଥିବା ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା ଏହି ୭୨ ବର୍ଷୀୟ ବୃଦ୍ଧ । ଏହାପରେ ତାକୁ ସୁଯୋଗ ଖୋଜି ପ୍ରେମ ନିବେଦନ କରିଥିଲା।
ହେଲେ ଯୁବତୀ ଜଣଙ୍କ ମନା କରିଦେବାରୁ ତାଙ୍କ ଉପରେ ଏସିଡ ଢାଳି ଦେଇଥିଲା। ବୁଢାର ନାଁ ବସନୁ ଅଶ୍ବିନୀ ଚୌଧୁରୀ। ଏବେ ବନ୍ଧାହେଲା । ମଲାବେଳେ ଅପନିନ୍ଦା ନେଇକି ଯିବା କଥା । ଛି