ଆଣ୍ଟି ନକ୍ସଲ ଅପରେସନ ଖୁବ ଶୀଘ୍ର...

Mar 29, 2026 - 17:34
 3
ଆଣ୍ଟି ନକ୍ସଲ ଅପରେସନ ଖୁବ ଶୀଘ୍ର...

ଆଣ୍ଟି ନକ୍ସଲ ଅପରେସନ ଖୁବ ଶୀଘ୍ର...

ମୋଟ ୨୩୯ ପୋଲିସ ସହିଦ ହୋଇଛନ୍ତି =ସଞ୍ଜୀବ ପଣ୍ଡା

ନକ୍ସଲ ବିରୋଧୀ ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ସାରିଛି

ଡେଡ୍‌ଲାଇନ ପାଖେଇ ଆସୁଥିବାରୁ ଅପରେସନ୍‌କୁ ତ୍ବରାନ୍ବିତ କରାଯିବ 

ନକ୍ସଲ ବିରୋଧୀ ଲଢ଼େଇରେ ୨୩୯ ପୋଲିସ ସହିଦ ହୋଇଛନ୍ତି

ଏମାନଙ୍କର ବଳୀଦାନ ପାଇଁ ଆମର ଏଠାରେ ପହଞ୍ଚିବା ସମ୍ଭବ ହୋଇ ପାରିଛି 

କନ୍ଧମାଳ ଜିଲ୍ଲାରେ ମାତ୍ର ଆଉ ୮ରୁ ୯ ଜଣ ନକ୍ସଲ ରହି ଯାଇଛନ୍ତି

ଯେଉଁମାନେ ରହି ଯାଇଛନ୍ତି ଆସନ୍ତା ୩୧ପୂର୍ବରୁ ଆତ୍ମସମର୍ପଣ କରନ୍ତୁ

ସେମାନଙ୍କୁ ସରକାରଙ୍କ ଘୋଷଣା ଅନୁସାରେ ସୁବିଧା ସୁଯୋଗ ମିଳିବ

ସେମାନଙ୍କ କାର୍ଯ୍ୟକଳାପ କେବଳ କନ୍ଧମାଳର କିଛି ସ୍ଥାନରେ ସୀମିତ ରହିଛି

ଶୁକ୍ରୁ ଓ ତାର ୪ ସହଯୋଗୀ ମୁଖ୍ୟସ୍ରୋତରେ ସାମିଲ ହୋଇଥିବାରୁ ସ୍ବାଗତ

ଶୁକ୍ରୁ ପାଇଁ ୫୫ ଲକ୍ଷ ଓ ଅନ୍ୟ ସହଯୋଗୀଙ୍କ ମିଶାଇ ୬୬ ଲକ୍ଷ ଦିଆଯିବ

୫ ବନ୍ଧୁକ ସହ ସେମାନେ ଆତ୍ମସମର୍ପଣ କରିଛନ୍ତି, ଗୋଟିଏ AK-47 ରହିଛି

ସେମାନଙ୍କଠାରୁ ଇନ୍‌ସାସ୍‌, ୨ଟି ଥ୍ରି ନଟ୍‌ ଥ୍ରି ଓ ସିଙ୍ଗିଲ ସଟ୍‌ ବନ୍ଧୁକ ରହିଛି