ପବିତ୍ର ଦୀପାବଳି ପାଳନ ଅବସରରେ କିଛି ଅଘଟଣ ହୋଇଯାଇଛି...
ସୋମବାର ଦୀପାବଳି ପାଳନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଫୁଟା ସମ୍ପର୍କିତ କିଛି ଅଘଟଣମାନ ର ସୂଚନା ଆସିଛି |
ସୂଚନା ଅନୁଯାୟୀ, ଅପରାହ୍ନ 2ଟାରୁ ରାତି 10:30 ମଧ୍ୟରେ 62 ଜଣଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା
ଅନ୍ୟପକ୍ଷରେ, ତମାଣ୍ଡୋ ଅଞ୍ଚଳରେ ଏକ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି।
ସେହିପରି କଟକରେ ଦୀପାବଳି ପାଳନ ସମୟରେ 40 ରୁ ଅଧିକ ଲୋକ ଆହତ ହୋଇଛନ୍ତି।