ଆମର ପ୍ରଗତି ଏକ ଜୀବନଚକ୍ର ଆଧାରିତ ଢାଞ୍ଚାର ପରିଣାମ ।
ପ୍ରାୟ 250 ନିୟୁତ ଭାର ରତୀୟଙ୍କୁ ବହୁ ବହୁମୁଖୀ ଆଗକୁ ବଢ଼ୁଛି। କରି ବିକ ବିକାଶ ଯାତ୍ରାରେ ଆଗ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି I ଭାରତ ଅନ୍ତୋଦୟ ଦର୍ଶନକୁ ଆଧାର
କେନ୍ଦ୍ର ମନ୍ତ୍ରୀ କହିଥିଲେ, ଆମର ପ୍ରଗତି ଏକ ଜୀବନଚକ୍ର ଆଧାରିତ ଢାଞ୍ଚାର ପରିଣାମ । ଭାର ସୁସ୍ଥ ମୂଳଦୁଆ, ଯୁବବର୍ଗଙ୍କୁ ଶିକ୍ଷା ଓ ଜୀବିକା ପାଇଁ ସମର୍ଥନ, ଶ୍ରମିକଙ୍କୁ ଭଲ କାମ ମର୍ଯ୍ୟାଦା ଏବଂ ଆୟ ସୁରକ୍ଷା ସୁନିଶ୍ଚିତ କରାଯାଉଛି । ପିଲାମାନଙ୍କୁ ଭାରତରେ ପି এর° ଜଣେ ବୃଦ୍ଧାବସ୍ଥାରେ
ଡକ୍ଟର ର ମାଣ୍ଡଭ୍ୟ କହିଛନ୍ତି, ଦେଶରେ ଏବେ 11 କୋଟି 80 ଲକ୍ଷରୁ ଅଧିକ ସ୍କୁଲ ପିଲାଙ୍କୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ, 80 80 କୋଟି ଲୋକଙ୍କୁ ମାଗଣା ଖାଦ୍ୟ ସୁରକ୍ଷା ଯୋଗାଇ ଦିଆଯାଉଛି। 42 କୋ କୋଟି 50 ଲକ୍ଷ ଭାରତୀୟଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ଏବଂ ନିମ୍ନ ଆୟବର୍ଗର ଲୋକମାନଙ୍କୁ 3କୋଟି 70 ଲକ୍ଷ ଆବାସ ଯୋଗାଇ ଦିଆଯାଇଛି।
କେନ୍ଦ୍ର ମନ୍ତ୍ରୀ ନ୍ତ୍ରୀ କହିଛନ୍ତି, 2017–18 ଏବଂ 2023–24 ମଧ୍ୟରେ, ଆମର ବେକାରୀ ହାର 6% ରୁ 3.2% କୁ ହ୍ରାସ ପାଇଛି ଏବଂ ମହିଳାଙ୍କ ନିଯୁକ୍ତି ହାର ପ୍ରାୟ ଦ୍ଵିଗୁଣିତ ହୋଇଛି I ଲକ୍ଷ ଲକ୍ଷ ମହିଳାଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ଷ୍ଠୀରେ ସାମିଲ କରାଯାଇଛି। ଋଣ ବିତରଣ ଏହି ମହିଳା ନେତୃତ୍ବାଧୀନ ସ୍ଥାନୀୟ ପ୍ରତିଷ୍ଠାନଗୁଡ଼ିକର ଶକ୍ତିକୁ ବୃଦ୍ଧି କରି କରିଛି।
ସେ ଆଣ୍ଠୁ ଆହୁରି କହିଛନ୍ତି, ଭାରତର ସାମାଜିକ ସୁରକ୍ଷା କଭରେଜ୍ 2015 ରେ 19%ରୁ ବୃଦ୍ଧି ପାଇ 2025ରେ 4.3% ହୋଇଛି I ଆମର ପ୍ରୟାସକୃ ସକୁ ସ୍ବୀକୃତି ଦେଇ, ଅନ୍ତର୍ଜାତୀୟ ସାମାଜିକ ସୁରକ୍ଷା ସଂଘ ଚଳିତ ବର୍ଷ ଭାରତକୁ ‘ସାମାଜି ॥ଜିକ ସୁରକ୍ଷାରେ ଉତ୍କୃଷ୍ଟ ସଫଳତା ପାଇଁ ଆଇଏସଏସଏ ପୁରସ୍କାର' ପ୍ରଦାନ ।ନ କରିଛି
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ଇଣ୍ଟରନେଟ୍ ମାଲିକାନା ଏବଂ ଏକକ ନାଗରିକ ପରିଚୟ ପତ୍ର ମା ମାଧ୍ଯମରେ ଅତ୍ୟନ୍ତ ଦକ୍ଷତାପୂର୍ବକ ଶେଷ ମାଇଲରେ ସେବା ବିତରଣ ସୁନିଶ୍ଚିତ କରାଯାଉଛି। ପ୍ରତ୍ୟକ୍ଷ ଲାଭହସ୍ତାନ୍ତର ନ୍ତର ବା ଡିବିଟି ଏହାକୁ ଆହୁରି ସ୍ବଚ୍ଛ କରିଛି ।
ଡକ୍ଟର ମାଣ୍ଡଭ୍ୟ କହିଛନ୍ତି, ମହିଳା ନେତୃତ୍ବାଧୀନ ବିକାଶ, ପାରମ୍ପରିକ ଔଷଧ ପ୍ରଣାଳୀ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ସମବାୟ କ୍ଷେତ୍ରକୁ ସମାବେଶୀ ବିକାଶର ଇଞ୍ଜିନ ରୂପେ ମାନ୍ୟତା ଦିଆଯାଇଛି। ଏହିସବୁ ବିଶ୍ବସ୍ତରୀୟ ପ୍ରାଥମିକତା ଆଧାରରେ ଆମେ ଚଳିତ ସମ୍ମିଳନୀର ରାଜନୈତିକ ଘୋଷଣାନାମାକୁ ଗ୍ରହଣ କରିଛୁ ବୋଲି ସେ କହିଛନ୍ତି ।
ଭାରତ ଜାତିସଂଘର 17ଟି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରତି ସମର୍ପିତ ରହିଛି ବୋଲି ଡକ୍ଟର ମାଣ୍ଡଭ୍ୟ କହିଛନ୍ତି । ସେ କହିଛନ୍ତି, ଆମ ଦେଶର ଆର୍ଥିକ ବିକାଶ ଏବଂ ସାମାଜିକ ବିକାଶ ମାର୍ଗ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଅନୁକୂଳ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରତିବଦ୍ଧତା ସହ ସମର୍ଥିତ ।
କେନ୍ଦ୍ର ମନ୍ତ୍ରୀ ତାଙ୍କ ଅଭିଭାଷଣରେ ପାକିସ୍ତାନ ରାଷ୍ଟ୍ରପତିଙ୍କ ମନ୍ତବ୍ୟକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି । ପାକ୍ ରାଷ୍ଟ୍ରପତିଙ୍କ କେତେକ ସନ୍ଦର୍ଭ ଉପରେ ସେ ଦୃଢ଼ ଆପରି ଦର୍ଶାଇଛନ୍ତି । ସେ କହିଛନ୍ତି, ଏହା ଭାରତ ବିରୁଦ୍ଧରେ ଭୁଲ ସୂଚନା ପ୍ରସାରଣ କରିବା ସହିତ ସାମାଜିକ ବିକାଶ ଉପରେ ଧ୍ୟାନ ଦେବାରୁ ବିଶ୍ବକୁ ବିଚଳିତ କରିବା ପାଇଁ ଏକ ଅନ୍ତର୍ଜାତୀୟ ମଞ୍ଚର ଅପବ୍ୟବହାର।
କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କତ କତରର ଦୋହାରେ ଅନୁଷ୍ଠିତ ଦ୍ଵିତୀୟ ବିଶ୍ବ ସାମାଜିକ ବିକାଶ ସମ୍ମିଳନୀର ପୂର୍ଣାଙ୍ଗ ଅଲ୍ବେଶନରେ ଭାରତର ଜାତୀୟ ବକ୍ତବ୍ୟ ବ ପ୍ରଦାନ କରିଛନ୍ତି । ଏହି ମଞ୍ଚରେ ଭାରତକୁ ପ୍ରତିନିତ୍ବ କରିବା ତାଙ୍କ ପାଇଁ ଗୌରବର ବିଷୟ ବୋଲି ଡକ୍ଟର କ୍ଟର ମାଣ୍ଡଭ୍ୟ କହିଛନ୍ତି । ସେ କହିଛନ୍ତି, 30 ବର୍ଷ ପୂର୍ବେ, କୋପେନହେଗେନ ଘୋଷଣାପତ୍ରରେ ବିକାଶର କେନ୍ଦ୍ରରେ ଲୋକମାନଙ୍କୁ ରଖାଯାଇଥିଲା, ଯେଉଁଥ୍ରେ ଦାରିଦ୍ର୍ୟ ଦୂରୀକରଣ, ପୂର୍ଣ୍ଣ ନିଯୁକ୍ତି ଏବଂ ସମ୍ମାନଜନକ କାର୍ଯ୍ୟ ଓ ସାମାଜିକ କ ଅନ୍ତର୍ଭୁକ୍ତିକରଣ ଉପରେ ଧ୍ୟାନ ଦିଆଯାଇଥୁଲା I ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ପ୍ରଗତି ପ୍ରତି ଭାରତର ଆଭି ଆଭିମୁଖ୍ୟ ଏହି ଘୋଷଣାପତ୍ର ଅନୁରୂପ ରହିଆସିଛି ।
ଡକ୍ଟର ମାଣ୍ଡଭ୍ୟ ଆହୁରି କହିଛନ୍ତି, ଭାରତର ବିକାଶ କାହାଣୀ ବ୍ୟାପକ ପରିବର୍ତ୍ତନ ଉପରେ ଆଧାରିତ ଗତ 10 ବର୍ଷ ମଧ୍ୟରେ, ନିରନ୍ତର ସଂସ୍କାର, କଲ୍ୟାଣକାରୀ କାର୍ଯ୍ୟକ୍ରମର ସମନ୍ବୟ ଏବଂ ଡିଜିଟାଲ ନବସୃଜନ ମାଧ୍ଯମରେ
ଧରେ ସୀମାପାର ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଡକ୍ଟର ମାଣ୍ଡଭ୍ୟ କହିଛନ୍ତି, ପାକିସ୍ତାନ ନିରନ୍ତର ଶତ୍ରୁତା ଏବଂ ସୀମାପାର ଆତଙ୍କବାଦ ମାଧ୍ଯମରେ ରେ ଏହାର ଉଦ୍ଦେଶ୍ୟକୁ ଦୁର୍ବଳ କରିଛି । ଭାରତର ବୈଧ ପ୍ରକଳ୍ପଗୁଡ଼ିକୁ ବାଧା ଦେବା ପାଇଁ ପାକିସ୍ତାନ ଏହି ଚୁକ୍ତିନାମାର ବାରମ୍ଵାର ଅପବ୍ୟବହାର କରିଛି। ସେ କହିଛନ୍ତି, ଭାରତୀୟ ନାଗରିକଙ୍କ ବିରୋଧ ଆତଙ୍କବାଦ ଚଳାଇଥିବା ପାକିସ୍ତାନ ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ ପ୍ରସଙ୍ଗ ଭଳି ଭାର ରତର ଆଭ୍ୟନ୍ତରୀଣ ବ୍ୟାପାରରେ ରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ । ବରଂ ଏହି ଦେଶ ନିଜ ଦେଶରେ ରହିଥିବା ସମସ୍ଯାର ର ସମାଧାନ ଲାଗି ଆତ୍ମସମୀକ୍ଷା କରିବା ଦରକାର । କାରଣ ଏହା ସବୁବେଳେ ଅନ୍ତର୍ଜାତୀୟ ସମୁଦାୟର ହାତଟେକା ଟେକାକୁ ଚାହିଁ ରହିଛି। ଏହି ଦେଶ ଅନ୍ତର୍ଜାତୀୟ ମଞ୍ଚର ଅପବ୍ୟବହା ହାର ବନ୍ଦ କରିବା ଉଚିତ୍ ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବକା ସାଥ୍ ସବକା ବିକାଶ ମନ୍ତ୍ରରେ ବିଶ୍ବାସ କରନ୍ତି । ଲୋକମାନଙ୍କୁ ନୀତିର କେନ୍ଦ୍ର କନ୍ଦ୍ରରେ ରଖାଗଲେ ସାମାଜିକ ପ୍ରଗତି ସମ୍ଭବ ହୋଇଥାଏ I ଭାରତର ବିକାଶ ପଥ ଗ୍ଲୋବାଲ ସାଉ ସାଉଥ ପାଇଁ ଏକ ଅନୁକରଣୀୟ ବିକାଶ କାଶ ମଡେଲ ପ୍ରଦାନ କରେ I ଭାରତର ବିକାଶ ପଥରେ ଅଗ୍ରସର ହେଉଥିବା ବେଳେ ନିଜର ଶ୍ରେଷ୍ଠ ଶ୍ରେଷ୍ଠ ପ୍ରଥାକୁ ବାଣ୍ଟିବ ଣ୍ଟିବା ଏବଂ ବିଶ୍ବ ସହଭାଗିତାକୁ ସୁଦୃଢ଼ କରିବା ଲାଗି ପ୍ରସ୍ତୁତ ବୋଲି ସେ କହି କହିଛନ୍ତି ।