ଆର୍ଥକ ବ୍ୟାପାର ସଂକ୍ରାନ୍ତି କ୍ୟାବିନେଟ କମିଟି (ସିସିଇଏ)
ଆର୍ଥକ ବ୍ୟାପାର ସଂକ୍ରାନ୍ତି କ୍ୟାବିନେଟ କମିଟି (ସିସିଇଏ)
୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥକ ବ୍ୟାପାର ସଂକ୍ରାନ୍ତି କ୍ୟାବିନେଟ କମିଟି ଆଜି ବିପଣନ ଋତୁ ୨୦୨୬-୨୭ ପାଇଁ କଞ୍ଚାମାଲ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କୁ ମଞ୍ଜୁରି ଦେଇଛନ୍ତି
୨୦୨୬-୨୭ ଋତୁ ପାଇଁ ଝୋଟ (ଟିଡି ୩ ଗ୍ରେଡ୍ )ର )ର ଏସ୍ଏସପି କ୍ରିଣ୍ଟାଲ ପିଛା ୫,୯୨୫ ଟଙ୍କା ସ୍ଥିର କରାଯାଇଛି। ଏହା ସର୍ବଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ୬୧.୮ ପ୍ରତିଶତ ଲାଭ ସୁନିଶ୍ଚିତ କରିବ। ବିପଣନ ଋତୁ ୨୦୨୬-୨୬ ପାଇଁ ଝୋଟ ପାଇଁ ଘୋଷିତ ଏସ୍ଏସ ସ୍ଏସପି ବଜେଟ ୨୦୧୮-୧୯ରେ ସରକାରଙ୍କ ଦ୍ବାରା ଘୋଷିତ ସର୍ବଭାରତୀୟ ହାରାହାରି ଉତ୍ପାଦନ ମୂଲ୍ୟର ଅତି କମରେ ଦେଢ଼ ଗୁଣ ଗୁଣ ସ୍ତରରେ ଏସ୍ଏସପି ସ୍ଥିର କରିବାର ନୀତି ଅନୁରୂପ ନୀତି ଅନୁରୂପ ଅଟେ।
ବିପଣନ ଋତୁ 9099-99 ୨୭ ପାଇଁ ଝୋଟର ଏସ୍ଏସପି ପୂର୍ବ ବିପଣନ ଋତୁ ୨୦୨୫-୨୬ ତୁଳନାରେ । କ୍ରିଣ୍ଟାଲ ପିଛା ୨୭୫/- ଟଙ୍କା ବୃଦ୍ଧି ପାଇଛି। ସରକାର ଝୋ ଝୋଟର ଏସ୍ଏସପି କ୍ରିଣ୍ଟାଲ ପିଛା ୨,୪୦୦/- ଟଙ୍କାରୁ ବୃଦ୍ଧି କରି ୨୦୨୬- ୬-99 ରେ କ୍ରିଣ୍ଟାଲ ପିଛା 8,98/- ଟଙ୍କା କରିଛନ୍ତି, ଯାହା କ୍ରିଣ୍ଟାଲ ପିଛା ୩,୫୨୫/- ଟଙ୍କା (୨.୫ ଗୁଣ) ବୃଦ୍ଧି ରେକର୍ଡ କରିଛି।
୨୦୧୪-୧୫ ରୁ ୨୦୨୫-୨୬ ମଧ୍ୟରେ ଝୋଟ ଚାଷୀମାନଙ୍କୁ ପ୍ରଦାନ କରାଯା ନରାଯାଇଥିବା ଏସ୍ଏସପି ପରିମାଣ ୧,୩୪୨ କୋଟି ଟଙ୍କା ଥୂବାବେଳେ ୨୦୦୪-୦୫ ରୁ ୨୦୧୩-୧୪ ମଧ୍ୟରେ ପ୍ରଦାନ କରାଯାଇ ରାଯାଇଥିବା ପରିମାଣ ୪୪୧ କୋଟି ଟଙ୍କା ଥିଲା।
ଭାରତୀୟ ଝୋ ଝୋଟ ନିଗମ (ଜେସିଆଇ) କେନ୍ଦ୍ର ସରକାରଙ୍କ ନୋଡାଲ ଏଜେନ୍ସି ଭାବେ ମୂଲ୍ୟ ସହାୟତା ପରିଚାଳନା ଜାରି ରଖୁବ ଏବଂ ଏଭଏଭଳି କାର୍ଯ୍ୟରେ ଯଦି କୌଣସି କ୍ଷତି ହୋଇ ହାଇଥାଏ, ତାହା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଭ ଭରଣା କରିବେ।