ଇମ୍ରାନ୍ ଖାନ୍‌ଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ ୯ଟି ମାମଲାରେ ଜାମିନ ମିଳିଥିବା ସୂଚନା ରହିଛି । ପୂର୍ବତନ ବୈଦେଶିକ ମନ୍ତ୍ରୀ କୁସେରୀଙ୍କୁ ୧୩ଟି ମାମଲାରେ ଜାମିନ ହୋଇଥିବା ସୂଚନା ରହିଛି । ଜାମିନ ମିଳିବା ସ୍େ‌ତ୍ୱ ଜେଲରୁ ମୁକୁଳିବେ ନା ନାହିଁ ଏବେ ଯାଏଁ ଏହା ଜଣାପଡିନାହିଁ ।

ଇମ୍ରାନ୍ ଖାନ୍‌ଙ୍କୁ ମିଳିଲା ଜାମିନ