ଏକାମ୍ର ବିଧାୟକ ବାବୁ ସିଂ ଙ୍କ ପୁସ୍ତକ ମହୋତ୍ସବ ପରିଦର୍ଶନ...

Dec 14, 2025 - 18:57
 10
ଏକାମ୍ର ବିଧାୟକ ବାବୁ ସିଂ ଙ୍କ ପୁସ୍ତକ ମହୋତ୍ସବ ପରିଦର୍ଶନ...

ମାନ୍ୟବର ବିଧାୟକ ଏକାମ୍ର ଶ୍ରୀ ବାବୁ ସିଂ ୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବକୁ ପରିଦର୍ଶନରେ ଆସି ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ। 

ଏଥିସହ ପୁସ୍ତକ ମହୋତ୍ସବରୁ "ଓଡ଼ିଶାର ଇତିହାସ", "ଅନିର୍ବାଣ", "ଦେଶ କାଳ ପାତ୍ର", କାହ୍ନୁ ଚରଣ ମହାନ୍ତିଙ୍କ ଲିଖିତ ଉପନ୍ୟାସ ଏବଂ ବିଭିନ୍ନ ଆଧ୍ୟାତ୍ମିକ ପୁସ୍ତକ ଆଦି କିଣିବା ସହ ପ୍ରକାଶକ ଓ ପାଠକ ବନ୍ଧୁମାନଙ୍କ ସହ ବାର୍ତ୍ତାଳାପ କରି ପୁସ୍ତକ ମହୋତ୍ସବର ଅନୁଭୂତି ସମ୍ପର୍କରେ ପଚାରି ବୁଝିଥିଲେ।

**

**

**

**