ହୀରାକୁଦ ର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି...

Jul 22, 2026 - 16:56
 19
ହୀରାକୁଦ ର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି...

ଲଗାଣ ବର୍ଷାରେ ବଢ଼ିଲା ହୀରାକୁଦ ଜଳସ୍ତର 

୧୦ଟି ଗେଟ୍‌ରେ ହୀରାକୁଦ ଡ୍ୟାମ୍‌ରୁ ଜଳ ନିଷ୍କାସର ଜାରି 

ବାମପାର୍ଶ୍ଵରେ ୭ଟି ଓ ଡାହାଣ ପାର୍ଶ୍ଵରେ ୩ଟି ଗେଟ୍ ଖୋଲା 

ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୩.୩୩ ଫୁଟ 

ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ୨,୧୦,୪୨୯ କ୍ୟୁସେକ୍ ଜଳ ପ୍ରବେଶ

୧୦ଟି ଗେଟ୍‌ରେ ସେକେଣ୍ଡ ପ୍ରତି ୧,୮୬,୩୫୪ କ୍ୟୁସେକ୍ ଜଳ ନିଷ୍କାସନ

କଟକ ମୁଣ୍ଡଳୀ ବ୍ୟାରେଜ୍‌ରେ ପହଞ୍ଚିଲା ବନ୍ୟା ଜଳ

ମୁଣ୍ଡଳୀରେ ୧ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ପ୍ରବାହିତ

ମହାନଦୀରେ ବନ୍ୟା ଆଶଙ୍କା ନଥିବା କହିଲେ ବ୍ୟାରେଜ୍‌ ଦାୟିତ୍ଵରେ ଥିବା ଯନ୍ତ୍ରୀ

ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଥିବା କହିଲା ପାଣିପାଗ କେନ୍ଦ୍ର