ଏପ୍ରିଲ ୧୩ରେ ‘ନାରୀ ଶକ୍ତି ବନ୍ଦନ ସମ୍ବେଳନ'ରେ ଉଦ‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

Apr 13, 2026 - 08:22
 8
ଏପ୍ରିଲ ୧୩ରେ ‘ନାରୀ ଶକ୍ତି ବନ୍ଦନ ସମ୍ବେଳନ'ରେ ଉଦ‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

ଏପ୍ରିଲ ୧୩ରେ ‘ନାରୀ ଶକ୍ତି ବନ୍ଦନ ସମ୍ବେଳନ'ରେ ଉଦ‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

ସମ୍ମିଳନରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ৩০° ସଫଳ ମହିଳାମାନେ ଯୋଗଦେବେ

१०४७ ସୁଦ୍ଧା ବିକଶିତ ଭାରତ ଦିଗରେ ଯାତ୍ରାରେ ମହିଳା ନେତୃତ୍ବାଧୀନ ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିବ ସନ୍ମେଳନ

ନିଷ୍ପତ୍ତ ଗ୍ରହଣ ପ୍ରକ୍ରିୟାରେ ମହିଳାଙ୍କ ଅ ଅଧୂକ ପ୍ରତିନିଧୂତ୍ବର ଗୁରୁତ୍ୱକୁ ଦର୍ଶାଇବା ଲାଗି । ଆୟୋଜିତ ହେଉଛି ଏହି ସନ୍ମେଳନ

ଆସନ୍ତି ।^କାଲି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ସୁରର ''ନାଟ ନାରୀ ଶକ୍ତି ବନ୍ଦନ ସନ୍ମେଳନ'' ଆୟୋଜନ" କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋ ମୋଦୀ ଯୋଗଦେବେ। ସେ ମଧ୍ଯ ଏକ ଜନସ ସଭାକୁ ସମ୍ବୋଧୂତ ଧୂତ କରିବେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ସଫଳ ମହିଳାମାନେ ଅଂଶଗ୍ର ଶଗ୍ରହଣ କରିବେ। ସରକାରୀ, ଶିକ୍ଷା, ବିଜ୍ଞାନ, କ୍ରୀଡା, ଉଦ୍ୟୋଗୀତା, ଗଣମାଧ୍ୟମ, ସାମାଜିକ କା ଜିକ କାର୍ଯ୍ୟ ଏ ৩০° * ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରର ପ୍ରତିନିଧୂମାନେ ସନ୍ମେଳନରେ ଏକତ୍ରିତ ହେବେ।

ସେପ୍ଟେମ୍ବର ୨୦୨୩ରେ, ସଂସଦ 'ନାରୀ ଶକ୍ତି ବନ୍ଦନ ଅଧୂନିୟମ'କୁ ଅନୁମୋଦନ କରିଥିଲା ଯାହା ବିଧାନପାଳିକାଗୁଡ଼ିକରେ ମହିଳା ପ୍ରତିନିଧୂର୍ତ୍ତ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହି ଆଇନରେ ଲୋକସଭା ଓ ରାଜ୍ୟ ବିଧାନ ଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣର ବ୍ୟ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ମାନ, ସାରା ରା ଦେଶରେ

ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ଉପରେ ଧ୍ଯାନ ଦେଇ ୧୬ ଏପ୍ରି ସ୍ବତନ୍ତ୍ର । ଅଧୂବେଶନ ଆୟୋଜନ କରାଯିବ। ଏପ୍ରିଲରେ ସଂସଦର ଏକ

ରତର ବିକାଶ ମାର୍ଗ ଗଠନରେ ମହିଳାମାନଙ୍କ ଅଧୂକ ଅଂଶଗ୍ରହଣ ଲାଗି ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଏହି ସନ୍ମେଳନ ଆୟୋଜନ କରାଯାଉଛି। ଉଛି। ଏହା ପଞ୍ଚାୟତ ଠାରୁ ସଂସଦ ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଶାସନ ଏବଂ ନେତୃତ୍ବ କ୍ଷେତ୍ରରେ ମହିଳାମାନଙ୍କର ବର୍ଷିତ ଭୂମିକାକୁ ศย ଉଜ୍ଜ୍ବଳ କରିବ। ଏହି କାର୍ଯ୍ୟକ୍ରମ ନିଷ୍ପର୍ଷି ଗ୍ରହଣ ପ୍ରକ୍ରିୟାରେ ମହିଳାମାନ ହିଳାମାନଙ୍କର ପ୍ରତିନିଧୂତ୍ବ ବୃଦ୍ଧିକୁ ଗୁରୁତ୍ବ ଦେବ।

ଏହି ସନ୍ମେଳନ ବିକଶିତ ଭାରତ ୨୦୪୭ ଯାତ୍ରାରେ ମହିଳାମାନଙ୍କ ଭୂମିକା ଉପରେ ଆଲୋକପାତ କରିବ। ଏ ଏହା ବିକଶିତ ଭାରତ ୨୦୪୭ ସଂକଳ୍ପର ଏକ ପ୍ରମୁଖ ସୃମ୍ଭ ଭାବରେ ମହିଳାମାନଙ୍କ ନେତୃତ୍ବାଧୀନ ବିକାଶ ପ୍ରତି ସରକାରଙ୍କ ନିରନ୍ସର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ।