ଏବେ ବିଜେଡି ଭୋଗ କରୁଛି ଅଭିଶାପର ଫଳ...
ଅପରେସନ ମିଡ୍ନାଇଟକୁ ନେଇ ପ୍ରତିକ୍ରିୟା ରଖିଲେ ପ୍ୟାରୀଙ୍କ ଝିଅ
୧୪ ବର୍ଷ ପରେ ବି କଳାଦିନକୁ ମନେ ପକାଇ ଅସନ୍ତୋଷ ଝାଡ଼ିଲେ ଝିଅ ସିକ୍ତା
ପରିବାରର ସୁରକ୍ଷା ପାଇଁ ବିଜେଡିରେ ଯୋଗ ଦେଇଥିଲି କହିଲେ ସିକ୍ତା ପତି
ବିଜେଡିରେ ନ ମିଶିଥିଲେ ଆମ ପରିବାର ଉପରେ ବିପଦ ଥିଲା’
ଆମ ପାଇଁ ମେ ୨୯ ଗୋଟେ ଦୁଃଖର ଦିନ, ଏବେ ଆମ ପରିବାର ଏକା’
ଉଦ୍ଦେଶ୍ୟମୂଳକ ଭାବେ ବିଜେଡି ସରକାର ପରିବାରକୁ ଟର୍ଚର କରୁଥିଲେ
ବିଜେଡି ସଦସ୍ୟଙ୍କ ସଂଖ୍ୟା ୧୦୦୦ରୁ କୋଟିଏରେ ପହଞ୍ଚାଇଥିଲେ ପ୍ୟାରୀ’
ମୋ ବାପାଙ୍କୁ କରାଯାଇଥିବା ହଇରାଣର ଅଭିଶାପ ବିଜେଡି ଉପରେ ପଡ଼ିଛି’
ନବୀନ ନିଜେ ସବୁ କରି କେବଳ ବାପାଙ୍କ ନାଁରେ ଅଠା ବୋଳିଛନ୍ତି’
‘ନବୀନଙ୍କ ଚୌକି ପାଖାପାଖି କିଏ ଗଲେ ତାଙ୍କୁ ସେ ବିଦା କରନ୍ତି’
ସେ ସମୟର ବରିଷ୍ଠ ନେତା ପରୋକ୍ଷରେ ପ୍ୟାରୀଙ୍କୁ ହତ୍ୟା କରିଛନ୍ତି’