ଏବେ ସମ୍ପୂର୍ଣ ସୁସ୍ଥରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

Jul 9, 2025 - 10:18
 19
ଏବେ ସମ୍ପୂର୍ଣ ସୁସ୍ଥରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

ଗତ କିଛି ଦିନ ତଳୁ

ମୁମ୍ବାଇସ୍ଥିତ କୋକିଳା ବେନ ଧୀରୁଭାଇ ଅମ୍ବାନୀ ଡ଼ାକ୍ତରଖାନାରେ ଅସ୍ତ୍ରୋପଚାର ହୋଇ ଡାକ୍ତରଙ୍କ ହେପାଜତରେ ଥିଲେ | ଏବେ ସମ୍ପୂର୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସ୍ଚାର୍ଜ ହେଲେ I

ବର୍ତମାନ ସମ୍ପୂର୍ଣ ସୁସ୍ତ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ I

କିନ୍ତୁ ଏହି ସପ୍ତାହରେ ମୁମ୍ବାଇରେ ରହି, କିଛି ଦିନ ଅନ୍ତରରେ ଓଡିଶା ଫେରିବେ I