ପାଣିପାଗର ଆକଳନ...
ରାଜ୍ୟରେ ୭ ତାରିଖ ଯାଏଁ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ
କାଳବୈଶାଖୀ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ
କାଲି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ପ୍ରଭାବରେ ୨ ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ସମ୍ଭାବନା
ସମ୍ବଲପୁର, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼ରେ ହେବନି କାଳବୈଶାଖୀ
ଅନୁଗୁଳ, ଢେଙ୍କାନାଳ ଓ ଝାରସୁଗୁଡ଼ାରେ ହେବନି କାଳବୈଶାଖୀ
ସମୁଦ୍ର ଅଶାନ୍ତ ରହିବ, ୫ ଯାଏଁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ