ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର ବିକାଶକୁ ତ୍ବରାନ୍ବିତ କରିବ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର
ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର ବିକାଶକୁ ତ୍ବରାନ୍ବିତ କରିବ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର
ଅପହଞ୍ଚ କ୍ଷେତ୍ରର ବିକାଶ ସହିତ ଜୀବନ ଜୀବିକାରେ ଉନ୍ନତି ଆଣିବ ନୂଆ ରାଜପଥ ପ୍ରକଳ୍ପ
16,482 କୋଟି ଟଙ୍କା ବ୍ୟୟବରାଦ ସହିତ ନିର୍ମାଣାଧୀନ କରିଡର କାମ ଡିସେମ୍ବର 2026 ସୁଦ୍ଧା ଶେଷ ହେବ
ଦୂରତା ପ୍ରାୟ 132 କିଲୋମିଟର ହ୍ରାସ ପାଇବ ଏବଂ ସମୟ ପ୍ରାୟ ସାତ ଘଣ୍ଟା ସଞ୍ଚୟ ହେବ
କୋଟି ନିର୍ମାଣାଧୀନ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର ଏହି ଦୁଇଟି ସହର ଉପରେ ନିର୍ଭର କରୁଥିବା କୋଟି ାକଙ୍କୁ ବହୁପ୍ରତିକ୍ଷିତ ଜୀବିକା ସମାଧାନ ଯୋଗାଇ ଦେବା ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ବାରା ବିକଶିତ ହେଉଥିବା ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର, ଛତିଶଗଡ଼ର ବନାଞ୍ଚଳ, ଓଡ଼ିଶାର ଖ ଖଣିଜ ସମୃଦ୍ଧ କ୍ଷେତ୍ର ଏବଂ ଆନ୍ଧ୍ରପ୍ରଦେଶର ପାର୍ବତ୍ୟାଞ୍ଚଳକୁ ସଂଯୋଗ କରିବ। ମୋଟ୍ 16,482 କୋଟି ଟଙ୍କା ବ୍ୟୟବରାଦ ସହିତ ଏହି କରିଡର ନିର୍ମାଣ କରାଯାଉଛି ଏବଂ ଡିସେମ୍ବର 2026 ସୁଦ୍ଧା ଏହାର କାମ ଶେଷ ହେବ ବୋଲି ଆଶା କରାଯାଉଛି। ଏହାଦ୍ବାରା ଏନଏଚ-2ରେ ବର୍ତ୍ତମାନର ଦୂରତା 597 କିଲୋମିଟରରୁ 465 କିଲୋମିଟରକୁ ହ୍ରାସ ପାଇବ। ଦୂରତା ପ୍ରାୟ 132 କିଲୋମିଟର ହ୍ରାସ ପାଇବ ଏବଂ ସମୟ ପ୍ରାୟ ସାତ ଘଣ୍ଟା ସଞ୍ଚୟ ହେବ ଏହାଫଳରେ ସାଧାରଣ ଜନତାଙ୍କ ଯାତ୍ରା ଏବଂ ମାଲ ପରିବହନକାରୀଙ୍କ ପରିବହନ ଖର୍ଚ୍ଚ ହ୍ରାସ ପାଇବା ସହିତ ଯଥେଷ୍ଟ ଇନ୍ଧନ ସଞ୍ଚୟ ହେବ ।
ପୂର୍ବରୁ ଯେଉଁ କାମ ପାଇଁ 12 ଘଣ୍ଟ ଘଣ୍ଟା ସମୟ ଲାଗୁଥିଲା ତାହା ଏବେ ମାତ୍ର 5 ଘଣ୍ଟାରେ ସମାପ୍ତ ହେବ । ଏହା ପ୍ରଧାନମନ୍ତ୍ରୀଙ୍କ ଗତି ।ତି ଶକ୍ତି ଦୃଷ୍ଟିକୋଣ ଅଧୀନରେ ଦ୍ରୁତ ଲଜିଷ୍ଟିକ୍ସ ଏବଂ ସୁଗମ ସଂଯୋଗୀକରଣର ଦ୍ବାର ଖୋଲିବ I ସିଧାସଳଖ ବିଶାଖାପାଟଣା ବନ୍ଦର ଏବଂ ଚେନ୍ନାଇ-କୋଲକାତା ଜାତୀୟ ରାଜପଥ ସହିତ ଯୋଡ଼ି ହେବା ଫଳରେ ଛତିଶଗଡ଼ ଏବଂ ଓଡ଼ିଶାର ଶିଳ୍ପଗୁଡ଼ିକୁ ମଧ୍ଯ ପ୍ରୋତ୍ସାହନ ମିଳିବ । ଏହାର ଅର୍ଥ ହେଉଛି ବନ୍ଦର ଏବଂ ଶିଳ୍ପ କେନ୍ଦ୍ରଗୁଡ଼ିକ ମଧ୍ୟରେ ଉନ୍ନତ ସଂଯୋଗୀକରଣ, ଦ୍ରୁତ ରପ୍ତାନି, ସୁଗମ ଯୋଗାଣ ଶୃଙ୍ଖଳ ଏବଂ ବ୍ୟବସାୟକୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରୋତ୍ସାହନ ମିଳିବ । ଏହା ଲଜିଷ୍ଟିକ୍ସ ଦକ୍ଷତାରେ ଉଲ୍ଲେଖନୀୟ ବୃଦ୍ଧି ଆଣିବ। ଏହି କରିଡର ପର୍ଯ୍ୟଟନକୁ ମଧ୍ଯ ପ୍ରୋତ୍ସାହିତ କରିବା ସହିତ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବ ଏବଂ ରିଅଲ ଇଷ୍ଟେଟ୍ ବିକାଶ ମାଧ୍ଯ ।ଧ୍ଯମରେ ଆର୍ଥି ର୍ଥିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା
କରିଡର ସମ୍ପର୍କରେ ତଥ୍ୟ
6 ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ମ କରିଡର ଛତିଶଗ ଶଗଡ଼, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରିବ।
ଏହା ଏକ 465 କିଲୋମିଟର ଲମ୍ବା ଜାତୀୟ ରାଜପଥ ।
ଏହା ଯାତ୍ରା ସମୟକୁ 7 ଘଣ୍ଟା 132 କିଲୋମିଟର ହ୍ରାସ କରିବାରେ ସାହାଯ୍ୟ କରିବ ।
ଏହା 2026-27 ଆର୍ଥିକ ବର୍ଷରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ I
ଆଦିବାସୀ ଏବଂ ଦୁର୍ଗମ ଅଞ୍ଚଳଗୁଡ଼ିକୁ ଦ୍ରୁତ ପହଞ୍ଚ।
ଅପେକ୍ଷା ଭାବରେ ଘରଠାରୁ ଦୂରରେ ରାତି ବିତାଉଥିବା ଟ୍ରକ ଚାଳକ, ବଜାରରେ ପହଞ୍ଚିବା ପାଇଁ ଉତ୍କଣ୍ଠାର ସହିତ ଅ କରୁଥିବା ଚାଷୀ ଏବଂ ନୂତନ ସୁଯୋଗର ରାସ୍ତା ଖୋଜୁଥିବା ପରିବାର ପାଇଁ, ଏହି କରିଡର ଏକ ଆଶାବା ଭବିଷ୍ୟତ ଆଡ଼କୁ ପଥ ପ୍ରଶସ୍ତ କରିବା ଏ ସମ୍ପର୍କରେ ରାୟପୁରରୁ ବିଶାଖାପାଟଣାକୁ ନିୟମିତ ଭା ସାମଗ୍ରୀ ପଠାଉଥିବା ଲରି ମାଲିକ ବିଶାଲ କୁହନ୍ତି, ନୂତନ କରିଡର ପରିବହନକାରୀଙ୍କ କାର୍ଯ୍ୟ ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ଆଣିବ। ପୂର୍ବରୁ, ଯାତ୍ରା ପାଇଁ ଦେଢ଼ ଦିନ ଲାଗୁଥିଲା I ଏବେ ସେ ଦିନରେ ଯାତ୍ରା ଆରମ୍ଭକରି ରାତିରେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ। ଦୂରତା ହ୍ରାସ ଦ୍ବାରା ଡିଜେଲ ବ୍ୟବହାର କମିବ ଏବଂ ଟ୍ରକଗୁଡ଼ିକର କ୍ଷୟକ୍ଷତି କମ୍ ହେବ, ଯାହା ତାଙ୍କ ପରି ଅପରେଟରମାନଙ୍କୁ ବାସ୍ତବ ଆର୍ଥିକ ଆଶ୍ବସ୍ତି ଦେବ ବୋଲି ସେ କହିଛନ୍ତି।
ଏହି ପ୍ରକଳ୍ପକୁ ନେଇ ଚାଷୀମାନେ ସେମାନଙ୍କର ଆର୍ଥିକ ଦୃଷ୍ଟିକୋଣରେ ଏକ ସ୍ପଷ୍ଟ ପରିବର୍ତ୍ତନ ଅନୁଭବ କରୁଛନ୍ତି । ଜଣେ ଚାଷୀ କହିଛନ୍ତି, ଗ୍ରୀନଫିଲ୍ଡ ହାଇୱେ ପ୍ରକଳ୍ପ ଆରମ୍ଭ ହେବା ପରଠାରୁ ଜମିର ମୂଲ୍ୟ ବୃଦ୍ଧି ପାଇଛି। ଆଗରୁ ଆମ ଜମିର ମୂଲ୍ୟ ପ୍ରାୟ ପ୍ରତି ଏକର 15 ଲକ୍ଷ ଟଙ୍କା ଥିଲା I ଏବେ ଏହା 1.5 କୋଟି ଟଙ୍କା ପାଖାପାଖେ ପହଞ୍ଚିଛି । ଯୋଗଯୋଗ ଆଧାରିତ ବିକାଶ ଗ୍ରାମୀଣ ସମ୍ଭାବନାକୁ ପୁନଃନିର୍ମାଣ କରୁଥିବା ସେମାନେ କହିଛନ୍ତି।
ବିଜୟନଗରମର ଜଣେ ସ୍ଥାନୀୟ ବାସିନ୍ଦା ପ୍ରକଳ୍ପ କିପରି ସ୍ଥାନୀୟ ଲୋକଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିଛି ସେ ବିଷୟରେ ମତ ରଖିଛନ୍ତି । ସେ କହିଛନ୍ତି, ପ୍ରଥମେ ଆମେ ମେ ଚାଷୀ I ଆମେ ଗ୍ରୀନଫିଲ୍ଡ ରାଜପଥ ପ୍ରକଳ୍ପ ପାଇଁ ଆମର ଜମି ଦେବାକୁ କୁଣ୍ଠବୋଧ କରୁଥିଲୁ। ଏହା ସହଜ ନଥ୍ଲା I କିନ୍ତୁ ବର୍ତ୍ତମାନ, କରିଡର ପ୍ରସ୍ତୁତ ହେବା ସହିତ, ଆମେ ଆଶାବାଦୀ ଅନୁଭବ କରୁଛୁ। ଆମର ଜମି ମୂଲ୍ୟ ଦ୍ବିଗୁଣିତ ହୋଇଛି। ଆମେ ଜାଣୁ ଯେ ଏହି ବିକାଶ ଆମ ପରିବାର ପାଇଁ ଅଧିକ ସୁଯୋଗ ଆଣିବ । ଆମେ ଯାହା ହରାଇଲୁ ତା ତାହା ଏବେ ଏକ ଭଲ ଭବିଷ୍ୟତରେ ପରିଣତ ହେଉଛି ବୋଲି ସେ କହିଛନ୍ତି। ଆନ୍ଧ୍ର ପ୍ରଦେଶର ବିଜୟନଗରମ ଜିଲ୍ଲାର ଜାମି ଗାଁରେ ରହୁଥିବା ଆଉ ଜଣେ ଚାଷୀ ଶ୍ରୀନିବାସୁଲୁ ନିଜର ଅଭିଜ୍ଞତା ବିଷୟରେ କହିଛନ୍ତି। ସେ କହିଛନ୍ତି, ମୁଁ ଗ୍ରୀନଫିଲ୍ଡ ରାଜପଥ ପାଇଁ 1.10 ଏକର ଜମି ଦେଇଛି, ଯାହା ପାଇଁ ମୁଁ ଉଚିତ କ୍ଷତିପୂରଣ ପାଇଛି। ଏହା ସହିତ, ବଳକା ଜମିର ଜମି ମୂଲ୍ୟ ବହୁତ ବୃଦ୍ଧି ପାଇଛି। ଏହି ରାଜପଥକୁ ନେଇ ଗାଁର ଲୋକମାନେ ଏବଂ ଚାଷୀମାନେ ଖୁସି ଅନୁଭବ କରୁଛନ୍ତି ବୋଲି ସେ କହିଛନ୍ତି ।