ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ,

Sep 26, 2026 - 17:18
 4
ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ,

ଡିନ୍ ପ୍ରଫେସର ଡାକ୍ତର ପ୍ରତିଭା ପଣ୍ଡା, 

ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ୟୋତିଶ ଚନ୍ଦ୍ର ଚୌଧୁରୀ, 

ଛାତ୍ର ସଂସଦର ପରାମର୍ଶଦାତା ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ସଂସଦର ସଭାପତି ଶ୍ରୀ ସିପୁନ୍ ପ୍ରୁଷ୍ଟି, 

ସାଧାରଣ ସମ୍ପାଦକ ଶ୍ରୀ ଅଭିପ୍ସିତ ଦାସ ଏବଂ 

ସମ୍ମାନିତ ଅଧ୍ୟାପକ-ଅଧ୍ୟାପିକାମାନଙ୍କ ଉପସ୍ଥିତିରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ (SCB) ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଛାତ୍ର ସଂସଦ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ AG ଶ୍ରୀ ପିତାମ୍ବର ଆଚାର୍ଯ୍ୟ ଯୋଗ ଦେଇଥିଲେ