*ଓଡ଼ିଶା_ଛୁଇଁଲା_ମୌସୁମୀ*

Jun 12, 2026 - 16:26
 19
*ଓଡ଼ିଶା_ଛୁଇଁଲା_ମୌସୁମୀ*

ରାଜ୍ୟରେ ପ୍ରବେଶ କଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ

ହୋଇପାରେ ତୁହାକୁ ତୁହା ବର୍ଷା 

ପାଣିପାଗ ଆକଳନ ରୁ ଜଣାପଡେ ଏହା