ଓଡ଼ିଶାର ସମସ୍ତ ସରକାରୀ କାର୍ଯ୍ୟାଳୟରେ BSNL ନେଟୱର୍କ ବ୍ୟବହାର କରିବା ବାଧ୍ୟତାମୂଳକ ହେବ |
ଓଡ଼ିଶାର ସମସ୍ତ ସରକାରୀ କାର୍ଯ୍ୟାଳୟରେ BSNL ନେଟୱର୍କ ବ୍ୟବହାର କରିବା ବାଧ୍ୟତାମୂଳକ ହେବ |
ଏଥି ନେଇ ଇଲେକ୍ଟ୍ରୋନିକସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଚିଠି କରାଯାଇଛି |
ସବୁ ସରକାରୀ ପ୍ରତିଷ୍ଠାନ ରେ ବିଏସଏନଲ ଇଣ୍ଟରନେଟ, ବ୍ରଡ଼ବ୍ୟାଣ୍ଡ ଲ୍ୟାଣ୍ଡଲାଇନ, ଲିଜ ଲାଇନ ସେବା ବ୍ୟବହାର କରିବା ହେବ ବାଧ୍ୟତା ମୂଳକ |