ଓଡ଼ିଶାରେ ନୂଆ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି...

Oct 13, 2026 - 08:46
 13
ଓଡ଼ିଶାରେ ନୂଆ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି...

ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ

ଝାଡ଼ଖଣ୍ଡ ପଲାମରୁ ୩ଥରର ସାଂସଦ ଓ ବିଧାୟକ ବ୍ରଜମୋହନ ରାମ

୧୯୯୬,୯୮,୯୯ରେ କ୍ରମାଗତ ସାଂସଦ ଥିଲେ

୧୯୯୧-୯୫ ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ

ଝାଡ଼ଖଣ୍ଡ ବିଜେପି SC ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଥିଲେ ବ୍ରଜମୋହନ