ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୧୩ ତାରିଖ ୨୦୨୬ ମସିହା (ମଙ୍ଗଳବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- ଶୁକ୍ଳପକ୍ଷ*
*ତିଥି- ତୃତୀୟା ରାତ୍ରି ଘ୧୧/୦୯ ଗତେ ଚତୁର୍ଥୀ*
*ନକ୍ଷତ୍ର- ବିଶାଖା ରାତ୍ରି ଘ୦୨/୧୦ ଗତେ ଅନୁରାଧା*
*ଚନ୍ଦ୍ର- ତୁଳା ରାତ୍ରି ଘ୦୭/୪୬ ଗତେ ବିଛା*
*ଯୋଗ- ପ୍ରୀତି*
*କରଣ - ତୈତିଳ*
*ସୌରମାସ- କନ୍ୟା ୨୭ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୫/୨୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୦୯
*ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୧/୦୯ ଗତେ ନୈରୁତକୋଣେ*
*ମକର ରାଶି ର ଘାତବାର*
*ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ଦ୍ଵିପାଦ ରାତ୍ରି ଘ୦୨/୧୦ ଗତେ ଏକପାଦ ପୁଷ୍କର ଦୋଷ*
କାଳବେଳା -ଦିବା ଘ୧୨/୫୯ ଗତେ ଘ୦୨/୨୮ ମଧ୍ୟେ
ବାରବେଳା - ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୨ ମଧ୍ୟେ ଓ ଘ୦୮/୪୧ ଗତେ ଘ୧୧/୨୦ ମଧ୍ୟେ ଓ ରାତ୍ରି ଘ୦୭/୪୯ ଗତେ ଘ୦୮/୩୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୬/୪୯ ଗତେ ଘ୦୭/୪୫ ମଧ୍ୟେ
ଆଜି ପୋଟଳ ଭକ୍ଷଣ ନିଷେଧ