ଓଡିଶା ସଚିବାଳୟ ରିକ୍ରିଏସନ୍ କ୍ଲବ ତରଫରୁ । ଭୁବନେଶ୍ବର କପ୍ ରାଜ୍ୟସ୍ତରୀୟ କ୍ୟାରମ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

Oct 12, 2026 - 13:43
 11
ଓଡିଶା ସଚିବାଳୟ ରିକ୍ରିଏସନ୍ କ୍ଲବ ତରଫରୁ । ଭୁବନେଶ୍ବର କପ୍ ରାଜ୍ୟସ୍ତରୀୟ କ୍ୟାରମ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଭୁବନେଶ୍ବର, ୧୨ ଅକ୍ଟୋବର ୨୦୨୬: ସଚିବ ସଚିବାଳୟ ରିକ୍ରିଏସନ୍ ଏସନ୍ କ୍ଲବ୍ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଭୁବନେଶ୍ବର କ୍ୟାରମ୍ ଟୁର୍ଣ୍ଣାମେଣ୍ଟ ସଫଳତାର । । ସହ ଉଦ୍‌ଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଖେଳାଳିମାନେ ଅଂଶଗ୍ରହଣ କରି ଉଚ୍ଚକୋଟୀର । ଖେଳ ନୈପୁଣ୍ୟ ପ୍ରଦର୍ଶନ କରିଥିଲେ I

ଉଦ୍‌ଯାପନୀ ସମ ସମାରୋହରେ ସରକାରଙ୍କ ପୂର୍ବତନ ଅତିରିକ୍ତ ସଚିବ ଶ୍ରୀ ଚିତ୍ତରଞ୍ଜନ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଶ୍ରୀ ରଣଜିତ କୁମାର ମୁଦୁଲି ସମ୍ମା ସମ୍ମାନିତ ଅତିଥ୍ ଏବଂ ଶ୍ରୀ ବିଭୂତି ଭୂଷଣ ସେନାପତି ମୁଖ୍ୟ ରେଫରୀ ଉପସ୍ଥିତ ସ୍ଥିତ ଥିଲେ। ଏହି ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଓ ପରିଚାଳନାରେ ସଚିବାଳୟ ରିକ୍ରିଏସନ୍ କ୍ଲବ୍‌ର କାର୍ଯ୍ୟକାରୀ ସଦସ୍ୟ ଡ. ପ୍ରିୟରଞ୍ଜନ ଷଡ଼ଙ୍ଗୀ, ଶ୍ରୀ ରୋହିତ ରଞ୍ଜନ ନାୟକ, ଶ୍ରୀ ବାମନ ଚରଣ ପ୍ରତିହାରୀ ଓ ଶ୍ରୀ ରାକେଶ କୁମାର ପଣ୍ଡା ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଥିଲେ I ଏହି ଆୟୋଜନ ଶ୍ରୀ ସତୀଶ ରଞ୍ଜନ ସାମନ୍ତରାୟ, ଶ୍ରୀ ଜାନକୀ ବଲ୍ଲଭ ଦାସଙ୍କ ଓ ଶ୍ରୀ ମାନସ ଚନ୍ଦ୍ର ନାୟକଙ୍କ ସ‌ହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଥିଲା I

ଟୁର୍ଣ୍ଣାମେଣ୍ଟର ଫଳାଫଳ

1 (ପୁରୁଷ ଏକକ)

ପ୍ରଥମ ସ୍ଥାନ: ଭି. ଆକାଶ (ଖୋର୍ଦ୍ଧା)

ଦ୍ଵିତୀୟ ସ୍ଥାନ: କେ, ଭୀମାୟା (ଖୋର୍ଦ୍ଧା)

2. ପୁରୁଷ ଡବଲ୍ସ

ପ୍ରଥମ ସ୍ଥାନ: ଗୌତମ ପ୍ରସାଦ ଭୋଳ ଓ କାଳୀନାରାୟଣ ପଟ୍ଟନାୟକ ପଟ୍ଟନାୟକ (ପୁରୀ)

ଦ୍ଵିତୀୟ ସ୍ଥାନ: ତ୍ରିନାଥ ବେହେରା ଓ ତପନ କୁମାର ସେନାପତି (ଖୋର୍ଦ୍ଧା)

ଉଦ୍‌ଯାପନୀ ସମାରୋହରେ ଅତିଥୁମାନେ ବିଜୟୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟରେ କ୍ୟାରମ୍ ଖେଳର ପ୍ରଚାର ଓ ପ୍ରସାର ତଥା ଖେଳାଳିମାନଙ୍କ ପ୍ରତିଭା ବିକାଶ ଦିଗରେ ଏପରି ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଗୁରୁତ୍ବ ଉପରେ ମତବ୍ୟକ୍ତ କରିଥିଲେ। ସଚିବାଳୟ ରିକ୍ରିଏସନ୍ କ୍ଲବ୍ କ୍ଲବ୍ ପକ୍ଷରୁ ଏହି ଟୁର୍ଣାମେଣ୍ଟକୁ ସଫଳ କରିବାରେ ସହଯୋଗ କରିଥିବା ହି ସମସ୍ତ ଅତିଥ୍, ଖେଳାଳି, ରେଫରୀ, ସହଯୋଗୀ ଓ ଶୁଭେନ୍‌ ଶୁଭେଚ୍ଛୁମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଯାଇଛି।