ଓଡିଶା ସରକାର ଜାରୀ କଲେ ଗାଇଡ଼ ଲାଇନ ସମସ୍ତ ଜିଲ୍ଲାପାଳଙ୍କୁ:
ଭୁବନେଶ୍ବର: ପୋଲ ନିକଟରୁ ବାଲି ଖନନ ନିଷେଧ କଲେ ଓଡ଼ିଶା ସରକାର। ନିୟମ କଡ଼ାକଡ଼ି ପାଳନ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ବାଲି ଖନନ ପାଇଁ ଦୁର୍ବଳ ହେଉଛି ବ୍ରିଜ୍ ଓ ରେଳ ଟ୍ରାକ। ରେଳ ଟ୍ରାକରୁ ୧୦୦ ମିଟର ପରିଧୂରେ ଖନନ ନିଷେଧ କରାଯାଇଛି। ଟାଙ୍କି, କେନାଲର ୫୦ ମିଟର ପରିଧୂରେ ଖନନ ନିଷେଧ ହୋଇଥିବା ଜଣାପଡ଼ିଛି।