ଓଡିଶାକୁ ଭିଜାଇବ ଲଘୁଚାପ, କ୍ଷତିଗ୍ରସ୍ତ ହେବେ ବ୍ୟବସାୟୀ ; ଫିକା ପଡ଼ିଯିବ ପାର୍ବଣ ଉତ୍ସବ...

Sep 22, 2025 - 19:58
 16
ଓଡିଶାକୁ ଭିଜାଇବ ଲଘୁଚାପ, କ୍ଷତିଗ୍ରସ୍ତ ହେବେ ବ୍ୟବସାୟୀ ; ଫିକା ପଡ଼ିଯିବ ପାର୍ବଣ ଉତ୍ସବ...

ଉତ୍ତର ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଲଘୁଚାପ 

ବଙ୍ଗୋପ ସାଗର ପଛକୁ ପଛ ଗୋଟିକ ପରେ ଗୋଟିଏ ଲଘୁଚାପ 

ସୃଷ୍ଟ ଲଘୁଚାପ ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅତିକ୍ରମ କରିବ 

୨୫ ତାରିଖରେ ଆଉ ଏକ ଲଘୁଚାପ ଆସିବାର ଅନୁମାନ କରାଯାଉଛି 

ସୃଷ୍ଟି ହୋଇଥିବା ଲଘୁଚାପ ୨୬ ରେ ଅବତାପ ର ରୂପ ନେବ 

୨୭ ତାରିଖରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଗତି କରିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି