ଓଡିଶାର ଖୋର୍ଦ୍ଧା ଜିଲ୍ଲା ହେବ ସବୁଠାରୁ ବ୍ୟୟ ବହୁଳ ରତ୍ନ ପଥର ଉତ୍ପାଦନ କେନ୍ଦ୍ର...

Jun 18, 2026 - 17:51
 10
ଓଡିଶାର ଖୋର୍ଦ୍ଧା ଜିଲ୍ଲା ହେବ ସବୁଠାରୁ  ବ୍ୟୟ ବହୁଳ ରତ୍ନ ପଥର ଉତ୍ପାଦନ କେନ୍ଦ୍ର...

ଖୋର୍ଦ୍ଧାରେ ହେବ ହୀରା ଉତ୍ପାଦନ ୟୁନିଟ୍

ରାଜ୍ୟର ୯ଟି ଜିଲ୍ଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ HLCA ବୈଠକରେ ଅନୁମୋଦନ

୭୬ ହଜାର ୬୧୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଏହାଦ୍ବାରା ୫୦ ହଜାର ୫୧୭ ନିଯୁକ୍ତି ସୃଷ୍ଟି ସମ୍ଭାବନା

ରତ୍ନପଥର, ମହାକାଶ, ପ୍ରତିରକ୍ଷା, ବିରଳ ପୃଥିବୀ ଖଣିଜ ପଦାର୍ଥ କ୍ଷେତ୍ରରେ ହେବ ପ୍ରକଳ୍ପ

୯୮୧୭ କୋଟି ବ୍ୟୟରେ ଖୋର୍ଦ୍ଧାରେ ହେବ ହୀରା ଉତ୍ପାଦନ ୟୁନିଟ୍

ରତ୍ନପଥର ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ଏହା ସୁଦୃଢ଼ କରିବ

ଗଞ୍ଜାମରେ ୧୦ ହଜାର କୋଟି ବ୍ୟୟରେ ସୌର ପିଭି ସେଲ୍ ଉତ୍ପାଦନ ୟୁନିଟ୍ ହେବ

ଯାଜପୁରରେ 4 MTPA ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ

୭୫୮୦ କୋଟି ନିବେଶ କରିବ, ୩୫୦୦ ନିଯୁକ୍ତି ସୃଷ୍ଟି ହେବ