ଖୋର୍ଦ୍ଧା ଜିଲ୍ଲାର ସ୍କୁଲ ସବୁ ସକାଳୁଆ...

Jun 18, 2026 - 17:59
 13
ଖୋର୍ଦ୍ଧା ଜିଲ୍ଲାର ସ୍କୁଲ ସବୁ ସକାଳୁଆ...

ଖୋର୍ଦ୍ଧା ଜିଲ୍ଲାର ସ୍କୁଲ ସବୁ ସକାଳୁଆ...

କାଲିଠୁ ଖୋର୍ଦ୍ଧା ଜିଲ୍ଲାରେ ହେବ ସକାଳୁଆ ସ୍କୁଲ।

ପ୍ରବଳ ଖରା ପାଇଁ ସକାଳୁଆ ସ୍କୁଲ ପାଇଁ ନିଷ୍ପତି ନିଆଯାଇଛି।

ଆସନ୍ତାକାଲିଠାରୁ ୨୫ ତାରିଖ ଯାଏଁ ଚାଲିବ ସକାଳୁଆ ସ୍କୁଲ।

ଶିଶୁବାଟିକାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ହେବ ସକାଳୁଆ ସ୍କୁଲ। 

ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ଯାଏଁ ପଢ଼ାଯିବ। 

ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ବିଦ୍ୟାଳୟରେ ପ୍ରଚୁର ପିଇବା ପାଣି ଓ ଓ ଆର ଏସ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।