କଂଗ୍ରେସକୁ ବୁଡାଇ ଦେବେ ଶରତ ଓ ତାରା

୬ ଟି ସାଂସଦ ଓ ୩୨ ଟି ବିଧାୟକ ଟିକେଟ ବିକିବାକୁ ଶରତ ପଟ୍ଟନାୟକ ଓ ତାରା ବାହିନୀପତିଙ୍କ ମେଣ୍ଟ. ବିଜେଡି ସହ ସାଲିସ କରି ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମରୁ ଓଭା ହୋଇଗଲେ ସଭାପତି. • ରମେଶ ଜେନା ଓ ମୋକିମଙ୍କୁ ପିସିସିର ଜରୁରୀ କାର୍ଯ୍ୟକ୍ରମରୁ ହଟାଇବାକୁ ତାରାଙ୍କ ନିର୍ଦେଶରେ କାହିଁକି ହଁ ମାରୁଛନ୍ତି ଶରତ ବାବୁ ? • ସକ୍ରିୟ ଥ‌ିବା ମହିଳା ସଭାପତି ବନ୍ଦିତା ପରିଡାଙ୍କୁ ରାତି ଅଧୂଆ ହଟେଇ ତାରା ବାହିନୀପତି ସ୍ତ୍ରୀଙ୍କୁ କୋଉ ଆଧାରରେ ନିଯୁକ୍ତି କରାଗଲ। • ଗଣେଶ୍ବର ବେହେରାଙ୍କୁ ମିଡ଼ିଆ ସେଲରୁ ତଡିବା ଓ ତାଙ୍କୁ ନ ଜଣାଇବା କେତେ ଦୁର ଠିକ କଲେ ଶରତ ପଟ୍ଟନାୟକ. • ଗଞ୍ଜାମ ଜିଲ୍ଲାର ଟାଣୁଆ ବିଧାୟକ ରମେଶ ଜେନାଙ୍କୁ ଶକ୍ତିହୀନ କରିବାକୁ ତାରା ଓ ଶରତଙ୍କ ଗୋଟି ଚାଳନା କଣ ପାଇଁ ? • ଶରତ ବାବୁଙ୍କୁ ଫର୍ଟୁନର ଗାଡି ଓ ଭୁବନେଶ୍ବରରେ ତାଙ୍କ ପୋଷ୍ଟର ମାରୁଥିବା ଠକ ମାନଙ୍କୁ ଲୋକସଭା ଟିକେଟ କେତେ ଦୁର ଠିକ ? ହୋଟେଲ ବିଭାନୁରେ ବିଜେଡି ସହ ଡିଲ କରି ଟିକେଟ ବାଣ୍ଟିବାକୁ ଯାଉଥ‌ିବା ଶରତଙ୍କ ପାଇଁ କଂଗ୍ରେସର ନେତାଙ୍କ ଭବିଷ୍ୟତ କଣ ? • ଓଡିଶା ପ୍ରଭାରୀ ଅଜୟ କୁମାରଙ୍କ ସହ କାହିଁକି ଶରତ ପଟ୍ଟନାୟକ ଓ ତାରା ବାହିନୀପତିଙ୍କ ବିବାଦ ଅଧ୍ବକ ତୀବ୍ର ହେବାର କାରଣ କଣ ? • ବିଜେଡି ଓ ବିଜେପି ବେଇମାନି ମେଣ୍ଟର ଫାଇଦା ନ ନେଇ ଦଳକୁ ଭାଙ୍ଗି କି ମେସେଜ ଦେଉଛନ୍ତି ଶରତ ପଟ୍ଟନାୟକ ?

କଂଗ୍ରେସକୁ ବୁଡାଇ ଦେବେ ଶରତ ଓ ତାରା