କବଲା ସଂଶୋଧନ ଏବେ ତହସିଲଦାର କରିପାରିବେ...

Nov 12, 2025 - 19:47
 161
କବଲା ସଂଶୋଧନ ଏବେ ତହସିଲଦାର କରିପାରିବେ...

ଭୁବନେଶ୍ବର: ପୁରୁଣା ପଞ୍ଜୀକୃତ କବଲା ସଂଶୋଧନ କ୍ଷମତା ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶା ସର୍ଭେ ଆଣ୍ଡ ସେଟଲ୍‌ମେଣ୍ଟ ରୁଲ୍ସର ସଂଶୋଧନ ପାଇଁ ମିଳିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ। ଏଣିକି ରାଜସ୍ବ ପର୍ଷଦ ବା ଅନ୍ୟାନ୍ୟ ରିଭିଜନ କୋର୍ଟରେ ଅପିଲ ଦରକାର ପଡ଼ିବନି ।