କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Nov 29, 2025 - 08:57
 6
କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

କଳିଯୁଗରେ କେବଳ ଭଗବାନଙ୍କ ନାମ ଜପ ଦ୍ବାରା ମନୁଷ୍ୟ ଭବ ସାଗରରୁ ପାରି ହୋଇପାରିବ: ପ୍ରଧାନମନ୍ତ୍ରୀ

ଗୀତାର ବାଣୀ କେବଳ ମନୁଷ୍ୟର ମାର୍ଗଦର୍ଶନ କରିନଥାଏ ବରଂ ରାଷ୍ଟ୍ରର ନୀତିକୁ ଆକାର ଦେଇଥାଏ: ପ୍ରଧାନମନ୍ତ୍ରୀ

ଶାନ୍ତି ଓ ସତ୍ୟର ପ୍ରତିଷ୍ଠା କରିବାକୁ ହେଲେ ଅଧର୍ମୀ ଶକ୍ତିର ମୁକାବିଲା ଓ ସମାପ୍ତ କରିବା ଆବଶ୍ୟକ ବୋଲି ଭଗବଦ୍ ଗୀତା ଶିକ୍ଷା ଦେଇଥାଏ ଏବଂ ଦେଶର ସୁରକ୍ଷା ଆଭିମୁଖ୍ୟର କେନ୍ଦ୍ରରେ ଏହି ସିଦ୍ଧାନ୍ତ ରହିଛି: ପ୍ରଧାନମନ୍ତ୍ରୀ

ଆସନ୍ତୁ ଆମେ ସମସ୍ତେ ଜଳ ସଂରକ୍ଷଣ, ବୃକ୍ଷରୋପଣ, ଗରିବ କଲ୍ୟାଣ, ସ୍ବଦେଶୀ ଗ୍ରହଣ, ପ୍ରାକୃତିକ କୃଷିର ପ୍ରୋତ୍ସାହନ, ସୁସ୍ଥ ଜୀବନଶୈଳୀ ଗ୍ରହଣ, ଯୋଗାଭ୍ୟାସ, ପାଣ୍ଡୁଲିପିର ସଂରକ୍ଷଣ ଏବଂ ଅତିକମରେ 25ଟି ଐତିହ୍ୟ ସ୍ଥଳୀ ପରିଭ୍ରମଣ ଭଳି ନଅଟି ସଂକଳ୍ପ ନେବା: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧୂତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଦର୍ଶନରୁ ମିଳିଥିବା ସନ୍ତୋଷ, ଶ୍ରୀମଦ୍ ଭଗବଦ୍ ଗୀତାର ମନ୍ମୋଚାରଣରୁ ମିଳିଥିବା ଆଧ୍ୟାତ୍ମିକ ଅନୁଭୂତି ଏବଂ ଏତେ ସଂଖ୍ୟକ କ ପୂଜ୍ୟ ସନ୍ଥ ଓ ଗୁରୁମାନଙ୍କର ଉପସ୍ଥିତି ତାଙ୍କ ପାଇଁ ପରମ ସୌଭାଗ୍ୟ। ତାଙ୍କ ପାଇଁ ଏହା ଅଗଣିତ ଆଶୀ ॥ଶୀର୍ବାଦ ପାଇ ପାଇବା ସହିତ ହିତ ସମାନ ବୋଲି ସେ ଆଲୋକପାତ କରି କହିଥିଲେ।

ତିନି ଦିନ ପୂର୍ବେ ଶ୍ରୀ ମୋଦୀ ଗୀତା ଭୂମି କୁରୁକ୍ଷେତ୍ରରେ ଥୂବା କଥା ମନେ ପକାଇ କହିଥିଲେ, ଆଜି ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଏବଂ ଜଗଦଗୁରୁ 1 ମାଧବାଚାର୍ଯ୍ୟ ଜୀଙ୍କ ସାନ୍ନିଧ୍ୟପ୍ରାପ୍ତ ଏହି ଭୂମିକୁ ଆସିବା ତାଙ୍କ ପାଇଁ ପରମ ସନ୍ତୋଷର ଅବ ଅବସର। 3 ଅବସରରେ, ଏକ ଲକ୍ଷ ଲୋକ ଏକତ୍ର ଭ ଭଗବଦ୍ ଗୀତାର ଶ୍ଳୋକ ପାଠ କରିବା ସମୟରେ ବିଶ୍ବବାସୀ ଭାରତ ରତର ହଜାର ହଜାର ବର୍ଷ ପୁରୁଣା ଆଧ୍ୟାତ୍ମିକ ଐତିହ୍ୟର ଜୀବନୁ ବନ୍ଧୁ ଦିବ୍ଯତାକୁ ଦେଖୁଥୁଲେ ବୋଳି ବୋଲି ପ୍ରଧାନମ ସ୍ନାନମନ୍ତ୍ରୀ କହିଥ ହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, କର୍ଣ୍ଣାଟକର ମାଟିକୁ ଆସିବା ଏବଂ ଏଠାକାର ସ୍ନେହୀ ଲୋକମା କମାନଙ୍କୁ ଭେଟିବା ତାଙ୍କୁ ସବୁବେଳେ ଅଭିନବ ଅନୁଭୂତି ପ୍ରଦାନ କରିଥାଏ। ଉଡ଼ୁପୀର ପବିତ୍ର ଭୂମିକୁ ଆସିବା ସବୁବେଳେ ଅସାଧାରଣ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହି କହିଥିଲେ, ଯଦିଓ ଯଦିଓ ସେ ଗଜୁରାଟରେ ଜନ୍ମ ନେଇଛନ୍ତି, ସବୁବେଳେ ଗୁଜରାଟ ଏବଂ ଉଡ଼ୁପୀ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ସେ ସେ ଅନୁ ଅନୁଭବ କରିଛନ୍ତି । ସେ କହିଥିଲେ, ମାତା ରୁକ୍ମିଣୀ ଏକଦା ଦ୍ବାରିକାରେ ପୂଜା କରୁଥିବା ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ପରବର୍ତ୍ତୀ କାଳରେ ଜଗଦ ଗଦଗୁରୁ ଶ୍ରୀ ମାଧବାଚାର୍ଯ୍ୟଙ୍କ ଦ୍ବାରା ଉଡ଼ୁପୀ ଅଳ୍ପ ଅଣାଯାଇଥିଲା ଏବଂ ଏଠାରେ ପ୍ରତିଷ୍ଠା କରି ପୂଜା କରାଯାଇଥିଲା ବୋଲି ବିଶ୍ବାସ କରାଯାଏ।

ଗତବର୍ଷ ସମୁଦ୍ର ଗର୍ଭରେ ଥିବା ଶ୍ରୀ ଦ୍ବାରକା ଜୀଙ୍କ ଦିବ୍ୟ ଦର୍ଶନ କରିବାର ଦିବ୍ୟ ଅନୁଭବ ଭବ ତାଙ୍କୁ ପ୍ରାପ୍ତ ହୋଇଥିଲା ବୋଲି ସେ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ଏହି ମୂର୍ତ୍ତିଙ୍କ ଦର୍ଶନରୁ ତାଙ୍କୁ ମିଳିଥିବା ଦିବ୍ଯ ଅନୁଭୂତି ବିଷୟରେ ଯେକେହି ଅନୁମାନ କରିପାରିବ। ଏହି ଦର୍ଶନ ତାଙ୍କୁ ଗଭୀର ଆଧ୍ୟାତ୍ମିକ ଆନ ନନ୍ଦ ଦେଇଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ଆଉ ଗୋଟିଏ କାରଣ ପାଇଁ ଉଡ଼ୁପୀ ଆସିବା ତାଙ୍କ ପାଇଁ ସ୍ବତନ୍ତ୍ର ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ,

ଜନସଂଘ ଏବଂ ଭାରତୀୟ ଜନତା ପାର୍ଟି ପ୍ରଶାସନିକ ମଡେଲ ଡଲର କର୍ମଭୂମି ରୂପରେ ଉଡ଼ୁପୀର ପରିଚୟ ରହିଛି। 1968ରେ ଉଡ୍ରପୀର ଲୋକମାନେ ଜନସଂଘର ଭି.ଏସ. ଆଚା ଆଚାର୍ଯ୍ୟଙ୍କୁ ପୌରପରିଷଦକୁ ନିର୍ବାଚିତ କରିଥିଲେ ଏବଂ ଏହା ସର୍ହିତ ଉଡ଼ୁପୀ ଏକ ନୂତନ ପ୍ରଶାସନିକ ମଡେଲ ପ୍ରତିଷ୍ଠା କରିଥିଲା। ଆଜି ଜାତୀୟ ସ୍ତରରେ ଯେଉଁ ସ୍ବଚ୍ଛତା ଅଭିଯାନ ଦେଖିବାକୁ ମିଳୁଛି ଉଡ଼ୁପୀ ତାହାକୁ ପାଞ୍ଚ ଦଶନ୍ଧି ପୂର୍ବେ ଗ୍ରହଣ କରିଥ୍ କରିଥିଲା । ଜଳ ଯୋଗାଣର ନୂତନ ମଡେଲ ହେଉ କିମ୍ବା ଡ୍ରେନେଜ୍ ବ୍ୟବସ୍ଥା 1970 ମସିହାରେ ଉଡ଼ୁପୀ ଏସବୁ ଏବୁ କାର୍ଯ୍ୟକ୍ର କ୍ରମ ଆରମ୍ଭକରିଥିଲା । ଆଜି ଏସବୁ ଅଭିଯାନ ରାଷ୍ଟ୍ରୀୟ ବିକାଶ ଏବଂ ଜାତୀୟ ପ୍ରାଥମିକତାର ଅଂଶବିଶେଷ ପାଲଟିଛି ଓ ଦେଶକୁ ଆଗେଇ ନେଉଛି ।

ଶ୍ରୀରାମଚରିତମାନସର ବାଣୀକୁ ଉଦ୍ଧୃତ କରି ଶ୍ରୀ ମୋଦୀ କହିଥିଲେ, କଳିଯୁଗରେ କେବଳ ଭଗବାନଙ୍କ ନାମ ଜପ ଦ୍ବାରା ମଣିଷ ଭବ ସାଗରରୁ ପାରି ହୋଇପାରିବ। ଶହ ଶହ ବର୍ଷ ଧରି ସମାଜରେ ମନ୍ମୋଚ୍ଚାରଣ ଏବଂ ଶ୍ରୀମଦ୍ ଭଗବଦ୍ ଗୀତାର ଶ୍ଳୋକ ପାଠ ହୋଇ ଆସୁଛି, କିନ୍ତୁ ଯେତେବେଳେ ଏକ ଲକ୍ଷ ସ୍ବର ସମବେତ ଭାବେ ଶ୍ଳୋକ ଆବୃତ୍ତି କରିଥା'ନ୍ତି ଏହା ଏକ ଅଭିନବ ଅନୁଭୂତି ପ୍ରଦାନ କରିଥାଏ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଯେତେବେଳେ ବହୁସଂଖ୍ୟାରେ ଲୋକ ଗୀତା ଭଳି ଏକ ପବିତ୍ର ଗ୍ରନ୍ଥର ଆବୃତ୍ତି କରିଥା'ନ୍ତି, ଯେତେବେଳେ ଏଭଳି ଦୈବିକ ଶବ୍ଦଗୁଡ଼ିକ ଗୋଟିଏ ସ୍ଥାନରେ ଏକାଠି ଗୁଞ୍ଜରିତ ହୁଏ, ସେତେବେଳେ ମନ ଓ ମସ୍ତିଷ୍କରେ ଏକ ସ୍ବତନ୍ତୁ ଶକ୍ତି ଉତ୍ପନ୍ନ ହୋଇଥାଏ ଯାହା ଏକ ନୂତନ କମ୍ପନ ଏବଂ ସାମର୍ଥ୍ୟ ସୃଷ୍ଟି କରିଥାଏ। ଏହା ହେଉଛି ଆଧ୍ୟାତ୍ମିକତା ଏବଂ ସାମାଜିକ ଏକତାର ଶକ୍ତି। ଆଜିର ସମାରୋହରେ ଏକ ଲକ୍ଷ ସ୍ବର ଗୀତା ଆବୃତ୍ତି କରିବା ଦ୍ବାରା ଏକ ମହାନ ଊର୍ଜାକୁ ଅନୁଭବ କରିବାର ସୁଯୋଗ ଆଣି ଦେଇଥିଲା। ଏହା ମଧ୍ୟ ସମଗ୍ର ବିଶ୍ବକୁ ସାମୂହିକ ଚେତନାର ଶକ୍ତି ଦେଖାଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ, ଆଜିର ର ଦିନରେ ସେ ବିଶେଷ କରି ପରମ ପୂଜ୍ୟ ଶ୍ରୀ ଶ୍ରୀ ସୁଗୁଣେ ଣେନ୍ଦ୍ର ତୀର୍ଥ ସ୍ବାମୀଜୀଙ୍କୁ ପ୍ରଣାମ କରୁଛନ୍ତି, ଯିଏକି ଲକ୍ଷ କଣ୍ଠ ଗୀତାର ବିଚାରକୁ ଦିବ୍ୟ ରୂପେ ପ୍ରକଟ କରିଛନ୍ତି। ସାରା ବିଶ୍ବର ଲୋକଙ୍କୁ ନିଜ ହାତରେ ଗୀତା ଲେଖିବା ପାଇଁ ପାଇଁ ପ୍ରେରଣା ଦେଇ ସ୍ବାମୀଜୀ କୋଟି ଗୀତା ଲେଖନ ଲଖନ ଯଜ୍ଞ ଆରମ୍ଭ କରିଛନ୍ତି, ଯାହା ସନାତନ ତନ ପରମ୍ପରାର ଏକ ବିଶ୍ବସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଶ୍ରୀ ମୋଦୀ କହିଥିଲେ, ଭଗବଦ୍ ଗୀତ ଗୀତାର ଭାବନା ଏବଂ ଶିକ୍ଷା ସହିତ ଭାରତର ଯୁବପିଢ଼ି ଯେଉଁଭଳି ଭାବେ ଯୋଡ଼ି ହେଉଛନ୍ତି, ତାହ ନିଜ ଭିତ ଭିତରେ ଏକ ଗୁରୁତ୍ବପୂର୍ଣ୍ଣ ବିକାଶ। ଭାରତରେ ଶହ ଶହ ବର୍ଷ ଧରି ବେଦ, ଉପନିଷଦ_ଏବଂ ଶାସ୍ତ୍ରର ଜ୍ଞାନକୁ ପଚ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ପରମ୍ପରା ରହିଛି ବୋଲି ସେ ସ୍ମରଣ କରିଥିଲେ। ଏହି କାର୍ଯ୍ୟକ୍ରମ ମଧ୍ୟ ଆଗାମୀ ପିଢ଼ିକୁ ଭଗବଦ୍ ଗୀତା ସହିତ ଯୋଡ଼ିବା ପାଇଁ ଏକ ସାର୍ଥକ ପ୍ରୟାସରେ ପରିଣତ ହୋଇଛି ବୋଲି ସେ କହିଥିଲେ।

ଏଠାକୁ ଆସିବାର ତିନି ଦିନ ପୂର୍ବରୁ ସେ ଅଯୋଧ୍ୟା ଗସ୍ତ କରିଥିଲେ ବୋଲି ସୂଚନା ଦେଇ ଶ୍ରୀ ମୋଦୀ କହିଥିଲେ, 25 ନ‌ଭେମ୍ବର, ବିବାହ ପଞ୍ଚମୀର ପବିତ୍ର ଦିନରେ ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଧର୍ମଧ୍ବଜ ପ୍ରତିଷ୍ଠା କରାଯାଇଥିଲା । ଅଯୋଧ୍ୟାରୁ ଉଡୁପୀ ପର୍ଯ୍ୟନ୍ତ, ଭଗବାନ ରାମଙ୍କ ଅଗଣିତ ଭକ୍ତି ଏହି ସର୍ବୋତ୍ତମ ଦିବ୍ୟ ଏବଂ ମହାନ ଉତ୍ସବର ସାକ୍ଷୀ ହୋଇଛନ୍ତି। ରାମ ମନ୍ଦିର ଆନ୍ଦୋଳନରେ ଉଡୁପୀ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତାହା ସମଗ୍ର ଦେଶ ଜାଣିଛି । କିଛି ଦଶନ୍ଧି ପୂର୍ବରୁ, ପରମ ପୂଜ୍ୟ ସ୍ବର୍ଗତ ବିଶ୍ଵେଶ ତୀର୍ଥ ସ୍ବାମୀଜୀ ସମଗ୍ର ଆନ୍ଦୋଳନକୁ ଦିଗଦର୍ଶନ ଦେଇଥିଲେ ବୋଲି ସେ ମନେ ପକାଇଥିଲେ। ଅଯୋଧ୍ୟାର ଧ୍ବଜାରୋହଣ ସମାରୋହ ସେହି ଅବଦାନର ଫଳ ସ୍ବରୂପ ଏକ ଉତ୍ସବ ପାଲଟିଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ରାମ ମନ୍ଦିର ନିର୍ମାଣ ଉଡ଼ୁପୀ ପାଇଁ ଅନ୍ୟ ଏକ କାରଣରୁ ସ୍ବତନ୍ତ୍ର, ଏହି କାରଣ ହେଉଛି, ନୂତନ ମନ୍ଦିରରେ ଜଗଦଗୁରୁ ମାଧବାଚାର୍ଯ୍ୟ ଜୀଙ୍କ ନାମରେ ଏକ ଭବ୍ୟ ଦ୍ବାର ନିର୍ମାଣ କରାଯାଇଛି। ପ୍ରଭୁ ରାମଙ୍କ ଜଣେ ପରମ ଭକ୍ତି ଜଗଦଗୁରୁ ମାଧବାଚାର୍ଯ୍ୟ ଜୀ ଏକ ଶ୍ଳୋକ ଲେଖୁଥିଲେ ଯାହାର ଅର୍ଥ ହେଉଛି ପ୍ରଭୁ ଶ୍ରୀରାମ ଛଅଟି ଦିବ୍ୟ ଗୁଣରେ ସଜ୍ଜିତ। ସେ ପରମ ଭଗବାନ ଏବଂ ଅପାର ଶକ୍ତି ଓ ସାହସର ଏକ ସାଗର। ତେଣୁ, ରାମ ମନ୍ଦିର ପରିସରରେ ତାଙ୍କ ନାମରେ ନାମିତ ଏକ ଦ୍ବାର ରହିବା କର୍ଣ୍ଣାଟକର ଉଡୁପୀ ଏବଂ ସମଗ୍ର ଦେଶ ପାଇଁ ଏକ ବଡ଼ ଗର୍ବର ବିଷୟ।