ବିଧାନ ସଭାରେ ପାରିତ ହେଲା ଅତିରିକୁ ବଜେଟ...

Nov 29, 2025 - 08:58
 5
ବିଧାନ ସଭାରେ ପାରିତ ହେଲା ଅତିରିକୁ ବଜେଟ...

ଭୁବନେଶ୍ବର: ଓଡ଼ିଶା ବିଧାନସଭାରେ ଆଗତ ହେଲା ଅତିରିକୁ ବଜେଟ୍। ୨୦୨୫-୨୬ ଆର୍ଥକ ବର୍ଷର ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକୁ ବଜେଟ୍ ଆଗତ ହୋଇଛି। ଗୃହରେ ଅତିରିକୁ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟକ୍ରମ ବଜେଟ୍ ୧୩ ହଜାର ୭୧୬ କୋଟି । ପ୍ରଶାସନିକ ଖର୍ଚ୍ଚ ୩ ହଜାର ୩୮୯ କୋଟି ଟଙ୍କା। ବିପର୍ଯ୍ୟୟ ସଂକଟ ପରିଚାଳନା ପାଣ୍ଠି ୧୭୧ କୋଟି ଟଙ୍କା। ରାଜ୍ୟରୁ ହସ୍ତାନ୍ତର ୧୬୪ କୋଟି। ରାଜ୍ୟସ୍ତରୀୟ ଯୋଜନା ୧୧,୬୪୩ କୋଟି। କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ୨୦୫୪ କୋଟି, କେନ୍ଦ୍ରୀୟ ଯୋଜନା ୧୯ କୋଟି, ସାମାଜିକ ସେବା ୫,୯୪୮ କୋଟି ଓ ଅର୍ଥନୈତିକ ସେବା ୯,୧୮୯ କୋଟି।