କାଜିପେଟ୍ ରେଳ ଉତ୍ପାଦନ ୟୁନିଟ୍ । ସମ୍ପୂର୍ଣ୍ଣତାର ଦ୍ବାରପ୍ରାନ୍ତରେ: ଅଶ୍ବିନୀ ବୈଷ୍ଣବ
କାଜିପେଟ୍ରେ ଶୀଘ୍ର ଆରମ୍ଭ ହେବ ଇଣ୍ଟରସିଟି ଟ୍ରେନ୍ ନିର୍ମାଣ
ଭାରତୀୟ ରେଳବାଇର କାଜିପେଟ୍ ରେଳ ଉତ୍ପା ଉତ୍ପାଦନ ୟୁନିଟ୍ ସମ୍ପୂର୍ଣ୍ଣ ହେବାର ଦ୍ବାରଦେଶରେ ଅଛି। ଏହା ଏକ ବହୁମୁଖୀ ରେଳ ରୋଲିଂ ଷ୍ଟକ୍ ଉତ୍ପାଦନ ୟୁନିଟ୍। ପ୍ରାରମ୍ଭରେ, ଆଗାମୀ ୫ବର୍ଷ ମଧ୍ଯରେ ରେ କାଜିପେଟ୍ ୨୦୦ଟି ଇଣ୍ଟରସିଟି ଟ୍ରେନ୍ ନିର୍ମାଣ କରିବ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଜୁ ଆଜି ବରିଷ୍ଠ ଅଧୂକାରୀଙ୍କ ସହ ସହ କାଜିପେଟ ରେଳ ଉତ୍ପାଦନ ୟୁନିଟକୁ କାର୍ଯ୍ୟକ୍ଷମ କରିବାର ଯୋଜନା ସମୀକ୍ଷା କରିଛନ୍ତି।
ସ୍ବଳ୍ପ ଦୂରତା ଯାତ୍ରା ପାଇଁ ଏହି ଟ୍ରେନଗୁଡ଼ିକୁ ସା ସାରା ଦେଶରେ ଚଳାଚଳ କରାଯି ରାଯିବ। ସେମାନେ ବିଭିନ୍ନ ସ୍ଥାନରେ ବାରମ୍ବାର ଅଟକି ରହିବେ। ଏହି ଟ୍ରେନଗୁଡ଼ିକ ସାଧାରଣତଃ ପ୍ରାୟ ୩୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଯାତ୍ରାରେ ଅନେକ ରହଣି ରହିବ ଯାହା ଦ୍ବାରା ନାଗରିକମାନେ ସହର ମଧ୍ୟରେ ସହଜରେ ଯାତାୟାତ କରିପାରିବେ। ତାହା ଆଖପାଖ ସହରରେ ଉଚ୍ଚ ଶିକ୍ଷା ପାଇଁ ଯାଉଥୁବା ଛାତ୍ରଛାତ୍ରୀ ହୁଅନ୍ତୁ, କିମ୍ବା ସେମାନଙ୍କ ସ୍ବାସ୍ଥ୍ୟ ଏବଂ କାର୍ଯ୍ୟ ଆବଶ୍ୟକତା ପାଇଁ ଯାତାୟାତ କରୁଥିବା ସାଧାରଣ ଲୋକ ହୁଅନ୍ତୁ।
ଏହି ଟ୍ରେନଗୁଡ଼ିକ ଲୋକଙ୍କୁ ଆନ୍ତଃସହରାଞ୍ଚଳ ଯାତ୍ରା ପାଇଁ ଏକ ନୂଆ ସୁଲଭ ବିକଳ୍ପ ପ୍ରଦାନ କରିବ। ଏହି ଇଣ୍ଟରସିଟି ଟ୍ରେନଗୁଡ଼ିକ ଭାରତର ଆଖପାଖ ସହରଗୁଡ଼ିକୁ ସଂଯୋଗ କରୁଥିବା ସଟଲ୍ ସେବା ଭଳି ହେବ। ଏହି ଟ୍ରେନଗୁଡ଼ିକର ଉତ୍ପାଦନ ସହିତ, ବହୁ ସଂଖ୍ୟକ ଯାତ୍ରୀ ସଡକ ପରିବହନରୁ ରେଳପଥକୁ ଯିବାର ସମ୍ଭାବନା ରହିଛି।
ଇଣ୍ଟରସିଟି ଟ୍ରେନଗୁଡ଼ିକ ସ୍ବୟଂକ୍ରିୟ ଦ୍ବାର ବନ୍ଦ କରିବା, ଉନ୍ନତ ବାୟୁ ଚଳାଚଳ ଏବଂ ୨୦ଟି କୋଚ ବିଶିଷ୍ଟ ଏକ ସୁରକ୍ଷିତ କୋଚ୍ ଡିଜାଇନ୍ ଭଳି ଆଧୁନିକ ବୈଶିଷ୍ଟ୍ୟ ସହିତ ସଜ୍ଜିତ ହେବ। ପ୍ରତ୍ୟେକ କୋଚରେ ଉଭୟ ପାର୍ଶ୍ବରେ ଗୋଟିଏ କରି ନରି ମୋଟ୍ ଦୁଇଟି ଶୌଚାଳୟ ରହିବ ।
ହାବ୍ୟତୀତ, ଏହି ଇଣ୍ଟରସିଟି ଟ୍ରେନଗୁଡ଼ିକରେ ଆଧୁନିକ ଜର୍କ୍ ମୁକ୍ତ କପ୍ଲର୍ ଏବଂ ବଗି ରହିବ। ଏହି ଟ୍ରେନଗୁଡ଼ିକ ଘଣ୍ଟାପ୍ରତି ୧୩୦ କି. ମି. ବେଗରେ ଚଳାଚଳ କରିବା ପାଇଁ ପରିକଳ୍ପନା କରାଯିବ ।
ଏହି ଟ୍ରେନଗୁଡ଼ିକରେ ରିଜେନେରେଟିଭ୍ ବ୍ରେକିଂ ବ୍ୟବସ୍ଥା ମଧ୍ୟ ରହିବ। ଏହାର ଅର୍ଥ ହେଉଛି ଯେ ଯେତେବେଳେ ଟ୍ରେନ୍ ବ୍ରେକ୍ ବ୍ରେକ୍ ଲଗାଇବ ଇବ, ଏହା ବିଦ୍ୟୁତ୍ ଜେନେରେଟରରେ ପରିଣତ ହେବ ଏବଂ ପୁନଃ ଉତ୍ପନ୍ନ ବିଦ୍ୟୁତକୁ ଗ୍ରୀଡକୁ ଫିଡ୍ କରିବ । ତେ ତେଣୁ ଏହା ଶକ୍ତି ସଞ୍ଚୟକାରୀ ଅଟେ। ଏହା ପରିବହନର ଏକ ସବୁଜ ମାଧ୍ୟମ ଏବଂ ସଡ଼କ ପରିବହନ ତୁଳନାରେ ଏଥିରେ କାର୍ବନ ନିର୍ଗମନ ଯଥେଷ୍ଟ କମ୍ ରହିବ।
ରେଳବାଚ୍ଚ ଚଳାଚଳ ଆରମ୍ଭ ହେବା ଦ୍ବାରା ସାରା ଦେଶରେ ସବୁଜ ଏବଂ ସ୍ବଚ୍ଛ ପରିବହନ ଳବାଇ ଦ୍ବାରା ଏତେ ସଂଖ୍ୟାରେ ଚଳ କ୍ଷମତା ବୃଦ୍ଧି ପାଇବ ।