୮ ଇଣ୍ଡିଗୋ ବିମାନ ବାତିଲ..

Dec 11, 2025 - 14:09
 8
୮ ଇଣ୍ଡିଗୋ ବିମାନ ବାତିଲ..

????ଗୁରୁବାର ଆଉ ୮ ଇଣ୍ଡିଗୋ ବିମାନ ବାତିଲ

????ଭୁବନେଶ୍ବର-କୋଲକାତା, ଭୁବନେଶ୍ବର-ଡେରାଡୁନ ବିମାନ ବାତିଲ

????ଭୁବନେଶ୍ବର-ଚେନ୍ନାଇ,

????ଭୁବନେଶ୍ବର-ଗୋଆ,

????ଭୁବନେଶ୍ବର-ମୁମ୍ବାଇ...

????ଭୁବନେଶ୍ବର-ବେଙ୍ଗାଲୁରୁ,

????ଭୁବନେଶ୍ବର-ହାଇଦ୍ରାବାଦ ବିମାନ ମଧ୍ୟ ବାତିଲ

????ଭୁବନେଶ୍ବର- ଦିଲ୍ଳୀ ମଧ୍ୟରେ ଚାଳିବାକୁ ଥିବା ବିମାନ ମଧ୍ୟ ବାତିଲ

????ଭୁବନେଶ୍ବର ବିମାନବନ୍ଦର ପକ୍ଷରୁ ଏକ୍ସରେ ସୂଚନା