କୁଖ୍ୟାତ_ଅପରାଧିକୁ_ଏନକାଉଣ୍ଟର ,
କୁଖ୍ୟାତ_ଅପରାଧିକୁ_ଏନକାଉଣ୍ଟର ,
*-ତାଳଚେର: ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର*
*-ସ୍କଟ୍ଲ୍ୟାଣ୍ଡପୁର ଜଙ୍ଗଲରେ ପୋଲିସର ଏନକାଉଣ୍ଟର*
*-ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି*
*-ଗୁରୁତର ଅବସ୍ଥାରେ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି*
*-ଗୁଳି କରି ପଳାଉଥିବା ବେଳେ ପୋଲିସର ପାଲଟା ଏନକାଉଣ୍ଟର*
*-ସୁଶାନ୍ତ ନାଁରେ ତାଳଚେର ସମେତ ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଥିଲା*