କୋଭିଡ୍ ଭୟ: ଗଞ୍ଜାମରେ ହାଇ ଆଲର୍ଟ

Jul 17, 2026 - 22:30
 6
କୋଭିଡ୍ ଭୟ: ଗଞ୍ଜାମରେ ହାଇ ଆଲର୍ଟ

*-ଆନ୍ଧ୍ରରେ କୋଭିଡ୍ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ*

*-ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHOଙ୍କ ନିର୍ଦ୍ଦେଶ*

*-SARI ରୋଗୀଙ୍କ ପାଇଁ ବାଧ୍ୟତାମୂଳକ କୋଭିଡ୍ ଟେଷ୍ଟ*

*-ILI ରୋଗୀଙ୍କ ମଧ୍ୟରୁ ଅତି କମରେ ୫%ଙ୍କ ପରୀକ୍ଷା କରିବାକୁ ନିର୍ଦ୍ଦେଶ*

*-ଅକ୍ସିଜେନ, ଔଷଧ ଓ ଜରୁରୀ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ*

-ଦୈନିକ ରିପୋର୍ଟ ଦାଖଲ କରିବାକୁ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଚିଠି