କ୍ରିକେଟିଆର ବିରାଟ କୋହଲି ଭାରତରେ ରହୁନାହାନ୍ତି କିନ୍ତୁ ଠିକ ସମୟରେ ହେଉଛନ୍ତି ଉପସ୍ଥି...

Oct 15, 2025 - 10:41
 15
କ୍ରିକେଟିଆର ବିରାଟ କୋହଲି ଭାରତରେ ରହୁନାହାନ୍ତି କିନ୍ତୁ ଠିକ ସମୟରେ ହେଉଛନ୍ତି ଉପସ୍ଥି...

   କ୍ରିକେଟ ଷ୍ଟାର ଭାରତୀୟ ବ୍ୟାଟର ବିରାଟ କୋହଲି ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଛନ୍ତି। 

ସେ ଭାରତୀୟ ଦଳର ଅବଶିଷ୍ଟ ଖେଳାଳିଙ୍କ ସହ ଅଷ୍ଟ୍ରେଲିଆ ଟୁର କରିବେ।

ଆସନ୍ତା ୧୯ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଲାଗି କୋହଲିଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। 

ଏବେ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଦୁଇ ଛୁଆଙ୍କ ସହ ଲଣ୍ଡନରେ ରହୁଛନ୍ତି। 

ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହ ପ୍ରଥମ ଆଇପିଏଲ ଟ୍ରଫି ଜିତିବା ପରେ ଜୁନରେ ଦେଶ ଛାଡ଼ି ଥିଲେ। 

ସେ ୪ ମାସ ପରେ ଭାରତକୁ ଫେରିଛନ୍ତି।