ସାମାଜିକ ଅନୁଷ୍ଠାନ "ବ୍ରାଇଟ୍‌ ଓଡିଶା" ଓ "ପରିଚୟ ଫାଉଣ୍ଡେସନ" ଆନୁକୂଲ୍ୟରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଆୟୋଜିତ "ଓଡିଶା ସେବା ରନ୍ଧ୍ର ସମ୍ମାନ-2025" କାର୍ଯ୍ୟକ୍ରମ

Oct 15, 2025 - 12:09
 17
ସାମାଜିକ ଅନୁଷ୍ଠାନ "ବ୍ରାଇଟ୍‌ ଓଡିଶା" ଓ "ପରିଚୟ ଫାଉଣ୍ଡେସନ" ଆନୁକୂଲ୍ୟରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଆୟୋଜିତ "ଓଡିଶା ସେବା ରନ୍ଧ୍ର ସମ୍ମାନ-2025" କାର୍ଯ୍ୟକ୍ରମ

ସାମାଜିକ ଅନୁଷ୍ଠାନ "ବ୍ରାଇଟ୍‌ ଓଡିଶା" ଓ "ପରିଚୟ ଫାଉଣ୍ଡେସନ" ଆନୁକୂଲ୍ୟରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଆୟୋଜିତ "ଓଡିଶା ସେବା ରନ୍ଧ୍ର ସମ୍ମାନ-2025" କାର୍ଯ୍ୟକ୍ରମରେ ଯୋଗଦେଇ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନିତ

ଏହି ଅବସରରେ ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା,ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ଶ୍ରୀ କାଳନ୍ଦୀ ସାମଲ, ରୋଜାଲିନ ପାଟ୍ଟଶାଣୀ, ସଞ୍ଜୟ ମହାକୁଡ଼, ସଞ୍ଜୟ ନାୟକ ପ୍ରମୁଖଙ୍କ ସହିତ ବହୁ ଗଣମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥୂଲେ.।