ବାଃ ବାଃ ରେ ମୁଖ୍ୟମନ୍ତ୍ରୀ
ଲୋକଙ୍କ ସରକାର
ବିଜେପି ସରକାର
ମୋହନ ସରକାର...
ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହିତ ମିଶିବା, ଦୁଃଖ ସୁଖ ହେବା ଓ ସେମାନଙ୍କ ସମସ୍ୟା ଶୁଣିବାକୁ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି | ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ ସମୟରେ ବାଟରେ କାଦୁଆ ଠାରେ ଅଟକି ଜଣେ ପଇଡ ବିକ୍ରେତା ଠାରୁ ପଇଡ କିଣି ପିଇଥିଲେ
ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହିତ ମଧ୍ୟ ଦୁଃଖ ସୁଖ ହୋଇଥିଲେ
କିଭଳି ବ୍ୟବସାୟ ଚାଲିଛି?
କେତେବର୍ଷ ଧରି ବ୍ୟବସାୟ କଲଣି ?
ସରକାରୀ ସୁବିଧା ପାଉଛ କି ନାହିଁ ?
ଏତେ ପ୍ରଶ୍ନରେ ଆନନ୍ଦିତ ହୋଇ ପଡୁଥିଲା ପଇଡ଼ ବିକାଳୀ, ଖୁବ ପାଖରେ ମୁଖ୍ୟମନ୍ତ୍ରୀଙ୍କୁ ପାଇ ନିଜ ଅସୁବିଧା କହିବାକୁ ଭୁଲିଗଲା...
ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ଭାବପୂର୍ଣ ଚଳଣି ଉପସ୍ଥିତ ଲୋକମାନଙ୍କ ମନରେ ଖୁସି ଓ ଆନନ୍ଦ ଆଣିଥିଲା, କୁହାକୁହି ହେଲେ ବାଃ ବାଃ ମୁଖ୍ୟମନ୍ତ୍ରୀ !!!