ଖରିଫ ଧାନ ସଂଗ୍ରହର ସୁବ୍ୟବସ୍ଥା...
ଓଡ଼ିଶାରେ ଖରିଫ ଧାନ ସଂଗ୍ରହ ନଭେମ୍ବର ୨୦ ତାରିଖରୁ ଆରମ୍ଭ ହେବ
ଧାନ ସଂଗ୍ରହ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ
ଧାନ ସଂରକ୍ଷଣ ପାଇଁ ମଣ୍ଡିଗୁଡ଼ିକରେ ଆଧୁନିକ ବ୍ୟବସ୍ଥା କରାଯାଇଛି।
ଆଗାମୀ ଦୁଇ ବର୍ଷ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି ସ୍ଥାପନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ