ଖୁବ ଶୀଘ୍ର ଭୁବନେଶ୍ୱର ହେବ ବୁଲା ଗୋରୁଗାଈ ମୁକ୍ତ ସହର

Sep 11, 2025 - 16:51
 9
ଖୁବ ଶୀଘ୍ର ଭୁବନେଶ୍ୱର ହେବ ବୁଲା ଗୋରୁଗାଈ ମୁକ୍ତ ସହର

 ଭୁବନେଶ୍ୱର ହେବ ବୁଲା ଗୋରୁଗାଇ ଶୂନ୍ୟ ସହର, ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

ଖୁବ ଶୀଘ୍ର ରାସ୍ତାରୁ ହଟିବେ ବୁଲା ଗୋରୁଗାଈ 

ସହରାଞ୍ଚଳ ରାଜ ରାସ୍ତାର ବୁଲା ଗୋରୁ ଗାଇଙ୍କ ପାଇଁ ନିର୍ମାଣ ହେବ ୫ ଟି ଆଦର୍ଶ ଗୋଶାଳା 

ରାଜଧାନୀର ବିଭିନ୍ନ ଦିଗରେ ଏହି ଗୋଶାଳା ନିର୍ମାଣ ପାଇଁ ୫ ଟି ସ୍ଥାନ ଚିହ୍ନଟ ସରିଛି 

ଏହି ଗୋଶାଳା ନିର୍ମାଣ ଦିଗରେ ମୋଟ ୪୦ କୋଟି ଟଙ୍କାର ଅଟକଳ କରାଯାଇଛି |

ଗାଈଗୋରୁଙ୍କ ଗୋବର ଓ ମୂତ୍ରରୁ ପ୍ରସ୍ତୁତ ହେବ ବିଭିନ୍ନ ପ୍ରଡକ୍ଟ