ସ୍ପାମ ବିରୁଦ୍ଧରେ ଭାରତ ସରକାରଙ୍କ ନୂଆ ଆପ ଯୋଜନା

Sep 11, 2025 - 16:49
 6
ସ୍ପାମ ବିରୁଦ୍ଧରେ ଭାରତ ସରକାରଙ୍କ ନୂଆ ଆପ ଯୋଜନା

ସ୍ଟମ୍ ନିୟନ୍ତ୍ରଣ ଏବଂ ସ୍କାମରମାନଙ୍କ ବିରୁଦ୍ଧରେ ନାର୍ଯ୍ୟାନୁଷ୍ଠାନ ପାଇଁ ସ୍କାମ୍ ରିପୋର୍ଟ କରନ୍ତୁ। TRAI DND ଆପ ସହିତ ଏହା ସହଜ ଏବଂ ଶୀଘ୍ର ହୋଇଥାଏ । ଏହି ଆପ୍ ପ୍ରମୋସନାଲ୍ କଲ୍ ଅବରୋଧ କରିବା କିମ୍ବା ଏହାକୁ ଅନୁମତି ଦେବାରେ ମଧ୍ଯ ସାହାଯ୍ୟ କରିଥାଏ । TRAI DND ଆପ ଡାଉନଲୋଡ୍ କରନ୍ତୁ। www.trai.gov.in ଏବଂ ଗୁଗୁଲ୍ ପ୍ଲେ/ଆପ ଷ୍ଟୋରରେ ଉପଲବ୍ଧ।