ଗୁମଲାରେ ଅର୍ନ୍ତରାଜ୍ୟ ଜନସାଂସ୍କୃତିକ ସମାଗମ ସମାରୋହ – କାର୍ଷିକ ଯାତ୍ରାରେ ଯୋଗ ଦେଲେ ରାଷ୍ଟ୍ରପତି
ଗୁମଲାରେ ଅର୍ନ୍ତରାଜ୍ୟ ଜନସାଂସ୍କୃତିକ ସମାଗମ ସମାରୋହ – କାର୍ଷିକ ଯାତ୍ରାରେ ଯୋଗ ଦେଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୩୦ ଡିସେମ୍ବର ୨୦୨୫) ଝାଡଖଣ୍ଡର ଗୁମଲାରେ ଅର୍ନ୍ତରାଜ୍ୟ ଜନସାଂସ୍କୃତିକ ସମାଗମ ସମାରୋହ କାର୍ଷିକ ଯାତ୍ରାରେ ଯୋଗ ଦେବା ସହ ଏହାକୁ ସମ୍ବୋଧୂତ କରିଥିଲେ ।
ଏହି ଅବସରରେ ରାଷ୍ଟ୍ରପତି ନିଜ ସମ୍ବୋଧନରେ କହିଥିଲେ ଯେ, ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଏବଂ କର୍ମଭୂମି ଝାଡଖଣ୍ଡ ଗସ୍ତ କରିବା ତାଙ୍କ ପାଇଁ ଏକ ତୀର୍ଥଯାତ୍ରା ସହିତ ସମାନ । ଭଗବାନ ବିର୍ସା ମୁଣ୍ଡା ସାମାଜିକ ନ୍ୟାୟ ଏବଂ ଆଦିବାସୀ ଗୌରବର ଜଣେ ମହାନ ପ୍ରତୀକ ଭା ଭାବରେ ଆମ ସମସ୍ତଙ୍କ ଦ୍ବାରା ସମ୍ମାନିତ । ସେ କହିଥିଲେ ଯେ, ପଙ୍ଖରାଜ ସାହେବ କାର୍ଷିକ ଓରାଓଁ ଭଗବାନ ବିର୍ସା ମୁଣ୍ଡାଙ୍କ ।ଙ୍କ ଆଦର୍ଶ ଅନୁସାରେ ଆଦିବାସୀ ଚେତନା ଏବଂ ପରିଚୟକୁ ସୁଦୃଢ଼ କରିଥିଲେ ତଥା ନିଜ ଜୀବନ ଆଦିବାସୀ ସମ୍ପ୍ରଦାୟ ଏବଂ ରାଷ୍ଟ୍ରର ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ । ସେ ଶିକ୍ଷାର ପ୍ରସା ପ୍ରସାର ଏବଂ ସାମାଜିକ ଏକତାକୁ ସୁଦୃଢ଼ କରିବା ପାଇଁ ନିରନ୍ଧର କାର୍ଯ୍ୟ କରିଥିଲେ । ତାଙ୍କ ଆଦର୍ଶକୁ ଅନୁସରଣ ରଣ କରି ସମାଜ ଏବଂ ଦେଶର ସାମଗ୍ରିକ ବିକାଶ ନିମନ୍ତେ କାମ କରିବା ପାଇଁ ଆମେ ସଂକଳ୍ପ ନେବା ଉଚିତ ।
ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ ଯେ, ଏହି ଅଞ୍ଚଳ ଅନେକ ମହାନ ଆଦିବାସୀ ନାୟକମାନଙ୍କର ଭୂମି । ସରକାର ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା ମାଧ୍ୟମରେ ଭାରତର ଲୋକମା କମାନଙ୍କୁ ସେମାନଙ୍କର ବୀରତ୍ଵ କାହାଣୀ ସହିତ ପରିଚିତ କରାଇବାକୁ ପ୍ରୟାସ କରୁଛନ୍ତି । । ତଥାପି, ଏହି ଅଞ୍ଚଳ ଏବଂ ଅନ୍ୟ ସମସ୍ତ ଅଞ୍ଚଳ ଳର ମହାନ ଆଦିବାସୀ ନାୟକ ୟକଙ୍କ ଅବଦାନକୁ ଦେଶର ଯୁବପିଢ଼ି ଏବଂ ଭବିଷ୍ୟତ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ହେଉଛି ଆଦିବାସୀ ସମ୍ପ୍ରଦାୟର ଐତିହ୍ୟ ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତି ଏବଂ ଅନୁଷ୍ଠାନର ଦାୟିତ୍ବ ।
ରାଷ୍ଟ୍ରପତି କହିଥିଲେ ଯେ, ଯୁବପିଢ଼ି ଏବଂ ଭବିଷ୍ୟତ ପିଢ଼ିଙ୍କୁ ଢ଼ିଙ୍କୁ ଆଦିବାସୀ ସମ୍ପ୍ରଦାୟର ପରମ୍ପରା ସହିତ ଜୋଡିବ ଡିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଆମ ଯୁବପିଢ଼ିକୁ ନିଜର ଆଦିବାସୀ ଐତିହ୍ୟ ଏବଂ ପରିଚୟକୁ ସଂରକ୍ଷିତ ରଖୂବା ସହିତ, ଆଧୁନିକ ବିକାଶ ପଥରେ ଦୃତ ଗତିରେ ଆଗକୁ ବଢ଼ିବାକୁ ପଡିବ । ଆଦିବାସୀ ସମ୍ପ୍ରଦାୟର ସମସ୍ତ ସଦ ସଦସ୍ୟ ଆମର Iର ଐତିହ୍ୟକୁ ସଂରକ୍ଷି କ୍ଷିତ ରଖୁବା ସହ ନିରନ୍ଧର ପ୍ରଗତି ପଥରେ ଆଗକୁ ବଢ଼ିବେ ବୋଲି ସେ ବିଶ୍ବାସ ପ୍ରକାଶ କରିଛନ୍ତି ।
ରାଷ୍ଟ୍ରପତିଙ୍କ ଭାଷଣ ଦେଖିବା ପାଇଁ ଦୟାକରି ଏଠାରେ କ୍ଲିକ କରନ୍ତୁ