ଜଗନ୍ନାଥଙ୍କୁ ଲୁଚାଇ ଭିଡ଼ିଓ କରିବା ମହଙ୍ଗା ପଡିଲା କଲିକତା ଯୁବକକୁ

Aug 27, 2025 - 15:50
 18
ଜଗନ୍ନାଥଙ୍କୁ ଲୁଚାଇ ଭିଡ଼ିଓ କରିବା ମହଙ୍ଗା ପଡିଲା କଲିକତା ଯୁବକକୁ

ଆଉ ଥରେ ଶ୍ରୀମନ୍ଦିରରେ ଫଟୋ ଉତ୍ତୋଳନ ପାଇଁ ଲୁଚାଇ ନେଇଥବା କ୍ୟାମେରା ପୋଲିସ ର ନଜରକୁ ଆସିଛି | ଅଭିଯୁକ୍ତ ବ୍ୟକ୍ତି ଚଷମାରେ କ୍ୟାମେରା ଲଗାଇ Video ସୁଟିଙ୍ଗ କରୁଥିବା ବେଳେ ଖସି ପାରି ନ ଥୂଲା ଓଡିଶା ପୋଲିସ ନଜରରୁ | ଯାହା ଜଣାପଡିଛି ଅଭିଯୁକ୍ତ କଲିକତାର ଅରୂପ ରାୟ | ଅଭିଯୁକ୍ତକୁ ଧରି ସିଂହଦ୍ବାର ଥାନାରେ ଅଟକ ରଖ୍ ପଚରା ଉଚରା ଚାଲିଛି |