ଟାଟା ପାୱାର ର ମନମାନୀ କୁ ନେଇ OSME କରିବ ଆନ୍ଦୋଳନ...
ଟାଟା ପାୱାର ର ମନମାନୀ କୁ ନେଇ OSME କରିବ ଆନ୍ଦୋଳନ...
ଟାଟା ପାୱାର ଉପରେ ବର୍ଷିଲେ କ୍ଷୁଦ୍ର, ମାଇକ୍ରୋ ସ୍ମଲ୍ ମଧ୍ୟମ, ଶିଳ୍ପଦ୍ୟୋଗୀ ।
TPCOLD ଦ୍ଵାରା ଲାଗୁ ହୋଇଥିବା ଅତିରିକ୍ତ ସୁରକ୍ଷା ଜମା ଶୁଳ୍କକୁ ନେଇ ଘରୋଇ ଉପଭୋକ୍ତା ଚିନ୍ତାରେ ଥିବାବେଳେ OASME (ODISHA ASSEMBLY OF SMALL AND MEDIUM ENTERPRISES) ଏହାକୁ ଦୃଢ଼ ବିରୋଧ କରିଛି ।
ଟାଟା ପାୱାର ଦ୍ୱାରା କରାଯାଇଥିବା ମନମାନି ବିଶେଷ ଭାବରେ କ୍ଷୁଦ୍ର ଶିଳ୍ପକୁ ପ୍ରଭାବିତ କରିବ ବୋଲି ଅଭିଯୋଗ କରିଛନ୍ତି ଓସମେ ର ସାଧାରଣ ସଚିବ ସାତ୍ତ୍ୱିକ ସ୍ୱାଇଁ ।
ଟାଟା ପକ୍ଷରୁ ଲାଗୁ ହୋଇଥିବା ଅତିରିକ୍ତ ସୁରକ୍ଷା ଜମାକୁ ଯଦି ପ୍ରତ୍ୟାହୃତ ନ କରାହୁଏ ତେବେ ଆଗାମୀ ଶକ୍ତି ମନ୍ତ୍ରୀଙ୍କ ବାସ ଭବନ ଆଗରେ ଆନ୍ଦୋଳନ ତୀବ୍ର ହେବ ।*