କ୍ୟାବିନେଟ ନିଷ୍ପତ୍ତା...
ଭୁବନେଶ୍ବର: ଓଡ଼ିଶା ମନ୍ତ୍ରୀ ପରିଷଦ ବୈଠକରେ ଅତିରିକୁ ବଜେଟ୍ କୁ ଅନୁମୋଦନ ମିଳିଛି।
ଅତିରିକୁ ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା। ନଭେମ୍ବର ୨୮ ତାରିଖରେ ଓଡ଼ିଶା ବିଧାନସଭାରେ ଉପସ୍ଥାପନ ହେବ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍।