ଡା. ଶ୍ରୀନିବାସ ରାଓ ସୋମାଞ୍ଚି ଓ ସ୍ୱର୍ଗତା ସୀଥା ଖମ୍ଭମପାଟିଙ୍କ ଦ୍ବାରା ରଚିତ ‘ମଙ୍ଗଳାଜୋଡିର ପକ୍ଷୀ’

Apr 27, 2026 - 07:24
 8
ଡା. ଶ୍ରୀନିବାସ ରାଓ ସୋମାଞ୍ଚି ଓ ସ୍ୱର୍ଗତା ସୀଥା ଖମ୍ଭମପାଟିଙ୍କ ଦ୍ବାରା ରଚିତ ‘ମଙ୍ଗଳାଜୋଡିର ପକ୍ଷୀ’

କିଛି ପରିବେଶବିତ୍, ଫଟୋଗ୍ରାଫି ପ୍ରେମୀ, ସାହିତ୍ୟିକ ଓ ଅନ୍ୟାନ୍ୟ ବିଶିଷ୍ଠ ବ୍ୟକ୍ତିମାନଙ୍କର ଉପସ୍ଥିତିରେ ନ୍ୟପ୍ରାଣୀ ଫଟୋଗ୍ରାଫର ଡା. ଶ୍ରୀନିବାସ ରାଓ ସୋମାଞ୍ଚି ଓ ସ୍ୱର୍ଗତା ସୀଥା ଖମ୍ଭମପାଟିଙ୍କ ଦ୍ବାରା ରଚିତ ‘ମଙ୍ଗଳାଜୋଡିର ପକ୍ଷୀ’ ("Birds of Mangalajodi”) ପୁସ୍ତକଟିର ଔପଚାରିକ ଉନ୍ମୋଚନ ୨୫ ଏପ୍ରିଲ ୨୦୨୬ ତାରିଖରେ ଭୁବନେଶ୍ଵରର ଲୋହିଆ ଏକା କାଡେମୀରେ କରାଯାଇଥିଲା । ରମଣୀୟ ଚିଲିକା ହ୍ରଦକୁ ପ୍ରତିବର୍ଷ ଆଗମନ ମନ କରୁଥିବା ପ୍ରବାସୀ ପକ୍ଷୀମାନଙ୍କ ପ୍ରତି ଏହି କୃତିଟି ସମର୍ପିତ ଥିଲା । ଉକ୍ତ ପୁସ୍ତକକୁ ଉନ୍ମୋଚନ କରି ଶ୍ରୀଯୁକ୍ତ ଅରବିନ୍ଦ ବେ ବେହେରା, IAS, ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ଓ ବିକାଶ ଆୟୁକ୍ତ, ଓଡ଼ିଶା ସରକାର କହିଥିଲେ ଯେ ‘ପକ୍ଷୀମାନଙ୍କର ସ୍ୱର୍ଗ’ ସ୍ୱର୍ଗ’ ନାମରେ ପରିଚିତ ମଙ୍ଗଳାଜୋଡ଼ିରେ ବିଚରଣ କରୁଥିବା ଦୁର୍ଲଭ ପ୍ରଜାତି ଓ ପ୍ରବାସୀ ପକ୍ଷୀମାନଙ୍କର ସ୍ଵରୂପକୁ ଦଲିଲଭୁକ୍ତ କରିବାରେ ଏହି ପୁସ୍ତକର ଭୂମିକା ଅବର୍ଣ୍ଣନୀୟ ।

ଏକ ଡା. ଶ୍ରୀନିବାସ ମଙ୍ଗଳାଜୋଡିରେ ଶୀତକାଳୀନ ପ୍ରବାସୀ ପକ୍ଷୀମାନଙ୍କ ଜୀବନ ଯାତ୍ର ଯାତ୍ରା ଉପରେ ଆଲୋକପାତ କରିଥୂଳେ ଥିଲେ । ଡା. ଶ୍ରୀନିବାସ ସ୍ଵ ବକ୍ତବ୍ୟରେ ମଙ୍ଗଳାଜୋଡିରେ ସ୍ଥାନୀୟ ଲୋକମାନଙ୍କ ପକ୍ଷୀ ସଂରକ୍ଷଣ ଉଦ୍ଯମକୁ ଶ୍ରେଷ୍ଠ ଉଦାହରଣ ରୂପେ ବର୍ଣ୍ଣନା କରିଥିଲେ ।

କରି, ଏହାର ପ୍ରାକୃତିକ ସେ ଅନେକଥର ନିଜର ସହଧର୍ମୀଣୀଙ୍କ ସହିତ ଏହି ଜଳଭୂମିକୁ ପରିଦର୍ଶନ କ ସୌନ୍ଦର୍ୟ୍ଯକ୍ ର୍ଯ୍ୟକୁ କ୍ୟାମେରା ମାଧ୍ଯମରେ ଉତ୍ତୋଳନ କଟି କରିପାରିଥିଲେ ଓ ଏହି ଏ ପୁସ୍ତକଟି ସେମାନଙ୍କର ଉଦ୍ୟମର ଅନେକ ହନ କରେ ବୋଲି କହିଥିଲେ । ସ୍ମୃତି ବହନ

 ପୁସ୍ତକରେ କିଛି ଉଚ୍ଚ-ସଂଖ୍ୟକ ପ୍ରିଣ୍ଟ ( ଛାପା ଚିତ୍ର), ଯେଉଁଥ୍ରେ ପ୍ରସିଦ୍ଧ ‘ବ୍ଲାକ୍ କାଇଟ୍’ (କଳା ଚିଲ), ଦୁର୍ଲଭ ‘ବ୍ଲାକ୍-ଟେଲ୍ଡ ଗୋଟ୍ଵିଟ୍’, ୟୁରେସୀୟ କଲାର୍ଡ ଡୋଭ୍, ଗ୍ୟ ନର୍ଦ୍ଦନ୍ ଶୋଭେଲର, ଓରିଏଣ୍ଟାଲ୍ ଡାର୍ଟର୍‌ ଏବଂ ଅନ ଅନ୍ୟାନ୍ୟ ପକ୍ଷୀଙ୍କ ଚିତ୍ର ଚିତ୍ର ପ୍ରଦର୍ଶିତ ହୋଇଅଛି । ଗ୍ୟାଡ୍‌ଲ୍,

ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ପବତନ PCCF এ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶ୍ରୀଯୁକ୍ତ ବିଜୟ କେତନ ପଟ୍ଟନାୟକ ଆଇ. ଏଫ୍. ଏସ୍ ଚିଲିକାକୁ ଆସୁଥୁବା ବିଦେଶୀ ବିହଙ୍ଗମାନଙ୍କ ସଂରକ୍ଷଣରେ ସ୍ଥାନୀୟ ବାସିନ୍ଦ ସିନ୍ଦା ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ପୁସ୍ତକ ଉପରେ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ଅନିଲ ଧୀର ଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସଂସ୍ଥା ‘ସ୍ନେହ’ର ସଭାନେତ୍ରୀ ଶ୍ରୀମତୀ ସୁବର୍ଷା ଘୋଷ ଅଧ୍ଯକ୍ଷତା କରିଥିଲେ ।