ତରବୋଇ ପାସେଞ୍ଜର ହଲ୍ଟ ର ଲୋକାର୍ପଣ ଉତ୍ସବ

Sep 18, 2025 - 10:48
 15
ତରବୋଇ ପାସେଞ୍ଜର ହଲ୍ଟ ର ଲୋକାର୍ପଣ ଉତ୍ସବ

ଖୋର୍ଦ୍ଧା ରୋଡ଼ ଓ ଖୋର୍ଦ୍ଧା ଟାଉନ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଜଟଣୀ ବ୍ଲକ ର ତରବୋଇ ଠାରେ MP ଅପରାଜିତା ଷଡ଼ଙ୍ଗୀ ଏକ ପାସେଞ୍ଜର ହଲ୍ଟ ର ଲୋକାର୍ପଣ କରିଛନ୍ତି |

ଏହି ପ୍ରସ୍ତାବ କୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୪ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ବା ଶୁଭ ଦେଇଥିଲେ | ଯାହା ଆଜି ବହୁ ଦିନର ପ୍ରତୀକ୍ଷା ପରେ ପୂରଣ ହୋଇ ପାରିଲା |